quick recipes
ଜୀବନଚର୍ଯ୍ୟା 

ଇଣ୍ଡିଆନ ମସାଲା କ୍ୟାନ୍‌ପିସ୍‌

ଇଣ୍ଡିଆନ ମସାଲା କ୍ୟାନ୍‌ପିସ୍‌ ବେଳେ ବେଳେ ଘରକୁ କୁଣିଆ ହଠାତ୍‌ ଆସିଲେ, ଘରେ କିଛି ଭଲ ଖାଦ୍ୟ ତିଆରି କରି ପରଷିବା ପାଇଁ ନଥାଏ । ଏହିପରି ସ୍ଥଳରେ ଘରେ ଥିବା ସାଧାରଣ ପରିବା ଯେପରି ପିଆଜ, କାକଡ଼ୁ ଓ ଟମାଟୋରୁ ଆପଣମାନେ ଆକର୍ଷଣୀୟ ଦେଖାଯାଉଥିବା ଓ ସୁସ୍ୱାଦୁ ଖାଦ୍ୟ ତିଆରି କରି ପରଷିପାରିବେ । ତେବେ ଆସନ୍ତୁ ଜାଣିବ କିପରି ସାଧାରଣ ପରିବାକୁ ନେଇ ସୁସ୍ୱାଦୁ ଖାଦ୍ୟ କରିବେ । ସାମଗ୍ରୀ : ଟମାଟୋ, କାକୁଡି, ପିଆଜ, କ୍ୟାପିସ୍‌କମ୍‌, ଧନିଆ […]
Read More...

Advertisement