Quarantine center Odisha
ଓଡ଼ିଶା 

ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ୫୨ ପଜିଟିଭ

ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ୫୨ ପଜିଟିଭ Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 08/05: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଶକ୍ରବାର ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଆଜି ସକାଳେ ଗଞ୍ଜାମରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ […]
Read More...

Advertisement