quad meeting
ବିଶ୍ବ 

କ୍ୱାଡ୍ ବୈଠକ

କ୍ୱାଡ୍ ବୈଠକ ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ୟୁକ୍ରେନ୍-ରଷିଆ ଯୁଦ୍ଧକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୱାଡ୍ ବୈଠକ । ପ୍ରଧାନମନ୍ତ୍ରୀ ମୋଦି, ଜୋ-ବାଇଡେନଙ୍କ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କାଶିଦା ବି ଏଥିରେ ଯୋଗ ଦେବେ । କ୍ୱାଡ୍ ବୈଠକରେ ରଷିଆର ଆକ୍ରମଣ ଓ ବିବାଦର ସମାଧାନ ନେଇ ଆଲୋଚନା ହୋଇପାରେ । କ୍ୱାଡର ସମସାମୟିକ ତଥା ସକରାତ୍ମକ ଏଜେଣ୍ଡା ସମ୍ବନ୍ଧରେ ଚାରିଜଣ ନେତା ଅତୀତରେ ପଦକ୍ଷେପ ନେଇଛନ୍ତି । […]
Read More...
ଦେଶ- ବିଦେଶ 

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

୫ ଦିନିଅ ଆମେରିକା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ : ସେପ୍‌ଟେମ୍ବର ୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ୱାଶିଂଟନରେ ପହଞ୍ଚିବେ । ଏହାସହିତ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ […]
Read More...

Advertisement