QR Code for ticketing
ଓଡ଼ିଶା 

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌ ଭୁବନେଶ୍ୱର: ଜୁନ ୧୦: ମୋ ବସରେ କ୍ୟାସଲେସ୍‌ ଟିକେଟ୍‌ ଆରମ୍ବ ହୋଇଛି। କୋରୋନା ସଂକ୍ରମଣ ରୋକିବାରେ ଏହା ସହାୟକ ହେବ । ନୋଟ୍‌ ଏବଂ ଖୁଚୁରାର ବ୍ୟବହାରକୁ କମ୍‌ କରିବା ଯୋଗୁ ଯାତ୍ରୀ ଏବଂ ଗାଇଡ୍‌ମାନେ ନିଜକୁ ସୁରକ୍ଷିତ ରଖିପାରିବେ । ବର୍ତ୍ତମାନ ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ ହେବ । କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କୁ୍ୟଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ମୋ ବସରେ ମୋବାଇଲ୍‌ ଆପ୍‌ […]
Read More...

Advertisement