Putin
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜାତିସଂଘରେ ବର୍ଷିଲେ ଜେଲେନସ୍କି
Published On
By Samaya Live
କିବ୍: ଋଷର ଅମାନବୀୟ ମନୋଭାବକୁ ଜାତିସଂଘରେ ତୀବ୍ର ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ଋଷ୍ ସେନାର ବର୍ବରତାରେ ବିଶ୍ୱ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା ଅଧିକ ବର୍ବରତାର ପ୍ରମାଣ ଦେବ। ରୁଷ୍ର ଏଭଳି […]
ଋଷର କ୍ଷେପଣାସ୍ତ୍ରରେ ଜେଲେନସ୍କିଙ୍କ ନା
Published On
By Samaya Live
ମସ୍କୋ: ମାର୍ଚ୍ଚ ୨୩: ଆଜି ଆର୍ଖାନ୍ଗେଲସ୍କ୍ ଓବ୍ଲାଷ୍ଟ୍ର ମିର୍ନିରେ ଥିବା ପ୍ଲେସ୍ତେସ୍କ୍ କସ୍ମୋଡ୍ରମରୁ ରୁଷ୍ ମହାଶୂନ୍ୟକୁ ସୋୟୁଜ୍-୨.୧ଏ ନାମକ ଗୋଟାଏ ମହାକାଶଯାନ ବହନକାରୀ ରକେଟ୍ ଉତ୍କ୍ଷେପଣ କରିଛି। ମହାଶୂନ୍ୟକୁ ପ୍ରେରଣ କରାଯାଇଥିବା ଉକ୍ତ ରକେଟ୍ରେ ଜେଡ୍ ଅକ୍ଷର ଲେଖାଯାଇଛି। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ ଆକ୍ରମଣରେ ସମ୍ପୃକ୍ତ ଥିବା ରୁଷୀୟ ସେନା ଯେଉଁ ଯୁଦ୍ଧ ଉପକରଣ ସବୁ ବ୍ୟବହାର କରୁଛି, ସେଥିରେ ମଧ୍ୟ ଜେଡ୍ ସଙ୍କେତ ଅଛି।ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନେତୃତ୍ୱରେ ଚାଲିଥିବା ୟୁକ୍ରେନ୍ ଆକ୍ରମଣକୁ ସମର୍ଥନ କରିବାର ସଙ୍କେତ […]
ୟୁକ୍ରେନ୍ ତିକ୍ତତା ନେଇ ଆଲୋଚନା କରିବେ ବିଡେନ ଓ ପୁତିନ୍
Published On
By Samaya Live
ୟୁକ୍ରେନ୍: ଡିସେମ୍ବର ୩୦: ୟୁକ୍ରେନ ତିକ୍ତତ। ମଧ୍ୟରେ ଆଜି ବିଡେନ, ପୁଟିନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକ।ର ର।ଷ୍ଟ୍ରପତି ଜୋ ବିଡେନ ଏବଂ ଋଷର ର।ଷ୍ଟ୍ରପତି ଭ୍ଲ।ଦିମିର ପୁଟିନ ଏନେଇ ଗୁରୁତ୍ୱାରୋପ କରି ଏହାର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବେ ବେଲି ସୂତ୍ରରୁ ଖବର ମିଳିଛି। ଏ ସମସ୍ତ ବିଷୟ ଉପରେ ଆଲୋଚନା ହେବା ନେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ୟୁରୋପୀୟ ସହଯୋଗୀମ।ନଙ୍କ ସହ ୟୁକ୍ରେନ ସୀମ।ରେ ଋଷର ସ।ମରିକ ନିର୍ମ।ଣ […]

