PUSHPA MOVIE STORY LEAK
ମନୋରଞ୍ଜନ 

ଲିକ୍‌ ହେଲା ପୁଷ୍ପା ମୁଭିର ଷ୍ଟୋରୀ !

ଲିକ୍‌ ହେଲା ପୁଷ୍ପା ମୁଭିର ଷ୍ଟୋରୀ ! ହାଇଦ୍ରାବାଦ: ଜୁନ ୨୨: ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ପୁଷ୍ପା: ଦି ରାଇଜ୍‌ ସାରା ଭାରତରେ ଚହଳ ପକେଇ ଦେଇଥିଲା । ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏହାର ନାଁ ପୁଷ୍ପା: ଦି ରୁଲ୍‌ ରହିଛି । ନିରମାତା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ […]
Read More...

Advertisement