puri srimandira parikrama prakalpa
ଜିଲ୍ଲା 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକ ନେଇ ନୂଆ ବିବାଦ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକ ନେଇ ନୂଆ ବିବାଦ ଦିନକୁ ଦିନ ବଢ଼ି ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ଏହି ଘଟଣାରେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କାମରେ ଏଏସ୍‌ଆଇ ସାମିଲ ହୋଇନାହିଁ । ଇଲେକଟ୍ରିକାଲ ର୍ନିମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କି;ୁ ଏଏସ୍‌ଆଇଙ୍କ ଦେଖା ନଥିବା ଜଣାପଡିଛି । ଏନେଇ ହାଇକୋର୍ଟରେ ଆଡଭୋକେଟ ଜେନେରାଲ କହିଥିଲେ, ଚାଲିଥିବା କାର୍ଯ୍ୟ ଓ ଭବିଷ୍ୟତରେ ହେବାକୁ ଥିବା […]
Read More...
ଜିଲ୍ଲା 

ଥମୁନି ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ

ଥମୁନି ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ ପୁରୀ ଏମାର ମଠର ଖନନ ସ୍ଥାନରେ ଚାଲିଛି ସର୍ଭେ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଏହି ସର୍ଭେ କରାଯାଉଛି । ତିନୋଟି ମେସିନ୍‌ ବ୍ୟବହାର କରି ୫ ଜଣ ଇଂଜିନିୟର ଓ ୮ ଜଣ କର୍ମଚାରୀ ସର୍ଭେ କର୍ଯ୍ୟରେ ଲାଗିଛନ୍ତି । ପୂର୍ବରୁ ରାତି ଅଧରେ ଯେପରି ମେସିନ୍‌ ସହାୟତାରେ ସର୍ଭେ କରାଯାଇଥିଲା, ଏଥର ମଧ୍ୟ ସେହିଭଳି କରାଯାଇଛି । ଓବିସିସି ଚିଠି ପରେ ଗାନ୍ଧିନଗର ଅଫିସ ପକ୍ଷରୁ ଏହି ସର୍ଭେ କରାଯାଉଥିବା […]
Read More...

Advertisement