puri seabeach news
ଓଡ଼ିଶା 

ପୁରୀରେ ହେବ ନାହିଁ ମଦ୍ୟ କୁଡ଼ିଆ ଯୋଜନା

ପୁରୀରେ ହେବ ନାହିଁ ମଦ୍ୟ କୁଡ଼ିଆ ଯୋଜନା ଭୁବନେଶ୍ୱର: ଜୁଲାଇ ୩୦: ହିନ୍ଦୁମାନଙ୍କ ଧାର୍ମିକ ସହର ତଥା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ବେଳାଭୂମିରେ ମଦ୍ୟ କୁଡ଼ିଆ ଯୋଜନା ପ୍ରତ୍ୟାହାର ହୋଇଛି । ରାଜ୍ୟର ଅନେକ ଛୋଟ ବଡ଼ ସଙ୍ଗଠନ ଏହି ଯୋଜନାକୁ ତୀବ୍ର ପତିବାଦ କରି ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ । ପରେ ସରକାର ଏହି ଯୋଜନାକୁ ବାତିଲ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସାକ୍ସ (ମଦ କୁଡ଼ିଆ ଓ ରେଷ୍ଟୁରାଣ୍ଟ) ଯୋଜନା ପ୍ରତ୍ୟାହାର ହୋଇଥିଲା । ଅନ୍ୟପକ୍ଷେ ଧାର୍ମିକ ତଥା ଆଧ୍ୟାତ୍ମିକ […]
Read More...

Advertisement