Puri's Jagannath temple
ଓଡ଼ିଶା 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କଲେ ସୁପ୍ରିକୋର୍ଟ, ପିଟିସନର୍‌ଙ୍କ ଉପରେ ଜରିମାନା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କଲେ ସୁପ୍ରିକୋର୍ଟ, ପିଟିସନର୍‌ଙ୍କ ଉପରେ ଜରିମାନା ଦିଲ୍ଲୀ: ଜୁନ୍‌ ୦୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ର୍ରିମକୋର୍ଟରେ ଏକ ମାମଲା ଦାଏୟ କରାଯାଇଥିଲା । ଆଜିି ସୁପ୍ରିମକୋର୍ଟ ଏନେଇ ବଡ଼ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କରିଛନ୍ତି । ଏହାସହିତ ଏହି ମାମଲା ଦାଏର କରିଥିବା ପିଟିସନର୍‌ଙ୍କ ଉପରେ ବିରକ୍ତି ପ୍ରକାଶ କରି ସେମାନଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ […]
Read More...

Advertisement