Puri Ratha Yatra
ଓଡ଼ିଶା 

ରଥଯାତ୍ରା ପରିଚାଳନା; ତିନି ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ କ୍ୟାମ୍ପ

ରଥଯାତ୍ରା ପରିଚାଳନା; ତିନି ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ କ୍ୟାମ୍ପ ଭୁବନେଶ୍ୱର(ସବୁ୍ୟ) : ଜୁନ ୨୨:ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ତିନି ମନ୍ତ୍ରୀ ପୁରୀରେ କ୍ୟାମ୍ପ ପକାଇଛନ୍ତି । ସୁପ୍ରିମକୋର୍ଟରୁ ରଥଯାତ୍ରା ସପକ୍ଷରେ ରାୟ ଆସବା ପରେ ତୁରନ୍ତ ପୁରୀ ଯାଇ ସେଠାରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମଧ୍ୟ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରେ ଏକ ଭିଡିଓ ବାର୍ତ୍ତାରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟ ଓ […]
Read More...
ଓଡ଼ିଶା 

ରଥଯାତ୍ରା ବିବାଦ; ସୁପ୍ରିମକୋର୍ଟରେ ଶୁଣାଣୀ ସୋମବାର

ରଥଯାତ୍ରା ବିବାଦ; ସୁପ୍ରିମକୋର୍ଟରେ ଶୁଣାଣୀ ସୋମବାର ଭୁବନେଶ୍ୱର : ଜୁନ ୨୧:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ନେଇ ସୋମବାର ସୁପ୍ରକୋର୍ଟରେ ଶୁଣାଣି ହେବ । ରଥଯାତ୍ରା ନେଇ ପୁନର୍ବିଚାର କରିବାକୁ ଆବେଦନରେ ଦର୍ଶାଯାଇଛି । ସୋମବାର ସୁପ୍ରମକୋର୍ଟରେ ଦିନ ୧୧ଟାରେ ଜଣିକିଆ ବେଞ୍ଚରେ ହେବ ଶୁଣାଣି । ଜଷ୍ଟିସ ଏସ୍‌, ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି । ଭିସି ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ହେବ ଶୁଣାଣି । ରଥଯାତ୍ରା ପୁନର୍ବିଚାର ପାଇଁ ଏକାଧିକ ପିଟିସନ ଦାୟର ହୋଇଛି । ପୂର୍ବରୁ ରଥଯାତ୍ରାକୁ ନେଇ […]
Read More...
ଓଡ଼ିଶା 

ରଥଯାତ୍ରା ପୁନଃବିଚାର ପାଇଁ ଆବେଦନ; ସୁପ୍ରିମକୋର୍ଟରେ ଆଉ ଦୁଇଟି ପିଟିସନ

ରଥଯାତ୍ରା ପୁନଃବିଚାର ପାଇଁ ଆବେଦନ; ସୁପ୍ରିମକୋର୍ଟରେ ଆଉ ଦୁଇଟି ପିଟିସନ ଭୁବନେଶ୍ୱର: ଜୁନ ୧୯:ପୁରୀ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ପୁଣି ଦୁଇଟି ପିଟିସନ ଦାଖଲ ହୋଇଛି । ନୟାଗଡ଼ ଜିଲ୍ଲାର ଅଫତାବ ହୁସେନ ଗୋଟିଏ ଓ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ଆଉ ଗୋଟିଏ ପିଟିସନ ଦାଏର କରାଯାଇଛି । ଅଫତାବ ହୁସେନଙ୍କ ତରଫରୁ ଦାଖଲ ହୋଇଥିବା ମୋଡିଫିକେସନ ପିଟିସନରେ ଅନୁରୋଧ କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟରେ ଆଂଶିକ ପରିବର୍ତ୍ତନ କରନ୍ତୁ । କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେବାକୁ ଆବେଦନ କରାଯାଇଛି […]
Read More...
ଓଡ଼ିଶା 

ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ

ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ ରିପୋର୍ଟ : ନୃସିଂହ ଚରଣ ମହାନ୍ତି ପୁରୀ,୨୯ା୫(ସବ୍ୟୁ):ରଥଖଳାରେ ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ ହେବାରେ ଲାଗିଛି ।ଶନିବାର ରଥଖଳାରେ ଚକ ଡେରାଯିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରନିଂ କରାଯାଇଥିଲା । କରତି ସେବକଙ୍କ ଦ୍ୱାରା ଚିହ୍ନଟ ହୋଇ ୩ରଥର ବଡ ପୋଲ ଗୟଳ ରଥଖଳାରେ ପହଞ୍ଚିବା ପରେ ଚଉପଟ କାର୍ଯ୍ୟ ଚାଲିଛି । ୩ରଥର […]
Read More...
ଓଡ଼ିଶା 

ରଥଯାତ୍ରା ବନ୍ଦ ମାମଲା; ବିରୋଧ କରି ଆଉ ଏକ ମାମଲା; ପକ୍ଷଭୁକ୍ତ ପାଇଁ ପୁରୀ ବାସିନ୍ଦାଙ୍କ ପକ୍ଷରୁ ଆବେଦନ

ରଥଯାତ୍ରା ବନ୍ଦ ମାମଲା; ବିରୋଧ କରି ଆଉ ଏକ ମାମଲା; ପକ୍ଷଭୁକ୍ତ ପାଇଁ ପୁରୀ ବାସିନ୍ଦାଙ୍କ ପକ୍ଷରୁ ଆବେଦନ ରିପୋର୍ଟ : ପ୍ରଫୁଲ୍ଲ ମହାନ୍ତି କଟକ : ମେ ୨୮: ରଥଯାତ୍ରା ବନ୍ଦ ପାଇଁ ହୋଇଥିବା ଆବେଦନକୁ ବିରୋଧ କରି ଆଜି ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି । ପୁରୀ ବାସିନ୍ଦା ତଥା ପୁରୀ ସହରର ଆଇନଜୀବୀ ବିଶ୍ୱନାଥ ଦାସ, ରାମଚନ୍ଦ୍ର ସାହୁ ଏବଂ ଶିବାନନ୍ଦ ପାତ୍ର ଏହି ମାମଲା ରୁଜୁ କରିଛନ୍ତି । ବନ୍ଦ ପାଇଁ ଯେଉଁ ମାମଲା ହୋଇଛି ଉକ୍ତ ମାମଲାରେ ପକ୍ଷଭୁକ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେମାନେ ପ୍ରାର୍ଥନା […]
Read More...

Advertisement