Puri Rath
ଓଡ଼ିଶା 

ନବୀନ କହିଲେ ‘ଜୟ ଜଗନ୍ନାଥ’; ଟ୍ୱିଟର ପେଜରେ ଲେଖିଲେ ମୁଖ୍ୟମନ୍ତ୍ରୀ

ନବୀନ କହିଲେ ‘ଜୟ ଜଗନ୍ନାଥ’; ଟ୍ୱିଟର ପେଜରେ ଲେଖିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର :ଜୁନ ୨୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ ଜୟ ଜଗନ୍ନାଥ। ନିଜ ଟ୍ୱିଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ବଡ ଦାଣ୍ଡରେ ରଥ ଗଡିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦର ଅଶ୍ରୁ ବୋହିଛି । ସମସ୍ତେ ଓଡ଼ିଆ ଜାତିର ଜୟ ହୋଇଥିବା କହି ଜୟ ଜଗନ୍ନାଥ କହିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ୱଟର ପେଜରେ ଜୟ ଜଗନ୍ନାଥ ଲେଖିଛନ୍ତି । ଶେଷରେ ସମସ୍ତଙ୍କ ଆଶା ଆଶଙ୍କାର […]
Read More...

Advertisement