Puri News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତା କାଲି ଶ୍ରୀମନ୍ଦିର ବନ୍ଦ : ପବିତ୍ର ପଞ୍ଚକ ଉପଲକ୍ଷେ ଜଗା ଦର୍ଶନ ସମୟ ସୀମା ବୃଦ୍ଧି
Published On
By Samaya Live
ପୁରୀ: ନଭେମ୍ବର ୧୮: ମହାମାରୀ କୋଭିଡକୁ ନଜରେ ରଖି ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ । ପବିତ୍ର ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଗା ଦର୍ଶନ ବ୍ୟବସ୍ଥା ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିଲା । ପଞ୍ଚକର ନୂଆ ନିୟମ ଅନୁସାରେ, ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କାର୍ତ୍ତିକ ମାସ ହେତୁ […]
ଦୀପାବଳିରେ ଶ୍ରୀମନ୍ଦିର ବନ୍ଦ: ମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା
Published On
By Samaya Live
ପୁରୀ: ନଭେମ୍ବର ୦୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ ସକାଶେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁସାରେ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠି ଜାଳିବେ ନାହିଁ ବୋଲି କଟକଣା ରହିଛି । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେହିପରି କାଳିପୂଜା ଅବସରରେ ୪ ଓ […]
ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ବିଶ୍ୱକର୍ମା ପୂଜା ସହ ଆଜି ବାମନ ଜନ୍ମ, ପାଶ୍ୱର୍ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି । ଏହାସିହତ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥଙ୍କର ପାଶ୍ୱର୍ ପରିବର୍ତ୍ତନ ନୀତି ସହ […]
ପୁରୀ ସେବାୟତଙ୍କୁ ମିଳିବ ଘର: ଘର ନିର୍ମାଣ ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୬: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆସିଲା ଖୁସି ଖବର । ସେବାୟତ ପରିବାରଙ୍କୁ ମିଳିବ ଘର । ଏଥିପାଇଁ ୮ ଏକର ଜମିର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବାର ପିଛା ୬ଶହ ବର୍ଗଫୁଟ ଜମି ମିଳିବା ସହିତ ଘର ନିର୍ମାଣ କରିବା ପାଇଁ ପରିବାର ପିଛା ଦୁଇ ଲକ୍ଷ ଟଙ୍କା ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚାରି ଶହ ସେବାୟତ […]
ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଭକ୍ତଙ୍କ ଲାଗି ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀଠାକୁରଙ୍କ ଏହି ନୀତି ଅପରାହ୍ନ ପ୍ରାୟ ୪ରୁ ଆରମ୍ଭ ହୋଇ ରାତ୍ରି ପ୍ରାୟ ୮ […]
ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ଥିବା ଶ୍ରୀକ୍ଷେତ୍ରଧାମର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ବହୁତ ଖୁସିଥିବା ଜଣାଯାଉଥିଲେ । ଶ୍ରୀମନ୍ଦିରରେ […]
ଆସନ୍ତା ୧୬ରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଖୋଲିବ ସ୍ୱର୍ଗଦ୍ୱାର
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୪: ଦୀର୍ଘ ମାସର ବ୍ୟବଧାନ ପରେ ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ସ୍ୱର୍ଗଦ୍ୱାର ଖୋଲିବ ବୋଲି ପୁରୀ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ଶବଦାହ କରାଯିବ । ଶବଦାହ ସମୟରେ କେବଳ ୧୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ ରିପୋର୍ଟ ନେଗେଟିଭ ରହିବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟ୍ଡାଉନ ସମୟରେ ମଧ୍ୟ ଶବଦାହ କାର୍ଯ୍ୟକ୍ରମ […]
ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି । ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ କରିପାରିବେ । ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ସକାଳ ୬ଟାରୁ ଦ୍ୱିପ୍ରହର ୧ଟା ଯାଏଁ ୧ ହଜାର ପର୍ଯ୍ୟଟକ ଏବଂ ଦ୍ୱି୍ୱିପ୍ରହର ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଆଉ ୧ ହଜାର ର୍ପଯ୍ୟଟକଙ୍କୁ ପ୍ରବେଶ ଅନୁମତି […]
ପୁରୀରେ ହେବ ନାହିଁ ମଦ୍ୟ କୁଡ଼ିଆ ଯୋଜନା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୦: ହିନ୍ଦୁମାନଙ୍କ ଧାର୍ମିକ ସହର ତଥା ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ବେଳାଭୂମିରେ ମଦ୍ୟ କୁଡ଼ିଆ ଯୋଜନା ପ୍ରତ୍ୟାହାର ହୋଇଛି । ରାଜ୍ୟର ଅନେକ ଛୋଟ ବଡ଼ ସଙ୍ଗଠନ ଏହି ଯୋଜନାକୁ ତୀବ୍ର ପତିବାଦ କରି ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ । ପରେ ସରକାର ଏହି ଯୋଜନାକୁ ବାତିଲ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସାକ୍ସ (ମଦ କୁଡ଼ିଆ ଓ ରେଷ୍ଟୁରାଣ୍ଟ) ଯୋଜନା ପ୍ରତ୍ୟାହାର ହୋଇଥିଲା । ଅନ୍ୟପକ୍ଷେ ଧାର୍ମିକ ତଥା ଆଧ୍ୟାତ୍ମିକ […]
ପୁରୀ କୁ ଯ।ଉଥିବ। ବ। ଆସୁଥିବ। Train ଭୁବନେଶ୍ବର ଯ।ଏ ଆସିବ ଏବଂ ଭୁବନେଶ୍ୱର ରୁ ବହାରିବ
Published On
By Samaya Live
ଭୁବନେଶ୍ବର : ମେ ୩୦: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀ କୁ ଟ୍ରେନ ଚଳାଚଳ କରିବ ନାହିଁ ବୋଲି East Coast Railway ପକ୍ଷରୁ କୁହାଯାଇଛି l ଓଡିଶା ସରକାର ଙ୍କ ଆଦେଶ ଅନୁସାରେ, Railway ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି l ଜୁନ ୧ ତାରିଖରୁ ପୁରୁଷୋତ୍ତୋମ ଏକ୍ସପ୍ରେସ ପୁରୀ ପରିବର୍ତ୍ତେ ଭୁବନେଶ୍ୱର ରୁ ବହାରିବ ଏବଂ Sealdah Puri ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଭୁବନେଶ୍ୱର ରୁ ବହାରିବ l ସୂଚନ। ଅନୁଯ।ୟୀ, ପୁରୀ […]
ଚାଲିଛି ଚଉପଟ କାର୍ଯ୍ୟ, ଆଜି ଡ଼େରାଯିବ ଚକ
Published On
By Samaya Live
ରିପୋର୍ଟ : ନୃସିଂହ ଚରଣ ମହାନ୍ତି ପୁରୀ,୨୯ା୫(ସବ୍ୟୁ):ରଥଖଳାରେ ବିଶ୍ୱ ପ୍ରଶିଦ୍ଧ ଘୋଷ ଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ ହେବାରେ ଲାଗିଛି ।ଶନିବାର ରଥଖଳାରେ ଚକ ଡେରାଯିବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ ସ୍କ୍ରନିଂ କରାଯାଇଥିଲା । କରତି ସେବକଙ୍କ ଦ୍ୱାରା ଚିହ୍ନଟ ହୋଇ ୩ରଥର ବଡ ପୋଲ ଗୟଳ ରଥଖଳାରେ ପହଞ୍ଚିବା ପରେ ଚଉପଟ କାର୍ଯ୍ୟ ଚାଲିଛି । ୩ରଥର […]
ରଥଯାତ୍ରା ବନ୍ଦ ମାମଲା; ବିରୋଧ କରି ଆଉ ଏକ ମାମଲା; ପକ୍ଷଭୁକ୍ତ ପାଇଁ ପୁରୀ ବାସିନ୍ଦାଙ୍କ ପକ୍ଷରୁ ଆବେଦନ
Published On
By Samaya Live
ରିପୋର୍ଟ : ପ୍ରଫୁଲ୍ଲ ମହାନ୍ତି କଟକ : ମେ ୨୮: ରଥଯାତ୍ରା ବନ୍ଦ ପାଇଁ ହୋଇଥିବା ଆବେଦନକୁ ବିରୋଧ କରି ଆଜି ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି । ପୁରୀ ବାସିନ୍ଦା ତଥା ପୁରୀ ସହରର ଆଇନଜୀବୀ ବିଶ୍ୱନାଥ ଦାସ, ରାମଚନ୍ଦ୍ର ସାହୁ ଏବଂ ଶିବାନନ୍ଦ ପାତ୍ର ଏହି ମାମଲା ରୁଜୁ କରିଛନ୍ତି । ବନ୍ଦ ପାଇଁ ଯେଉଁ ମାମଲା ହୋଇଛି ଉକ୍ତ ମାମଲାରେ ପକ୍ଷଭୁକ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେମାନେ ପ୍ରାର୍ଥନା […]

