Puri headline
ଜିଲ୍ଲା  ଅପରାଧ 

ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଷ୍ଟଣ୍ଡରେ ଟୁରିଷ୍ଟଙ୍କଠାରୁ ଦାଦାବଟି ଆଦାୟ କରି ୩ ଗିରଫ

ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଷ୍ଟଣ୍ଡରେ ଟୁରିଷ୍ଟଙ୍କଠାରୁ ଦାଦାବଟି ଆଦାୟ କରି ୩ ଗିରଫ ପୁରୀ: ମାର୍ଚ୍ଚ ୨୬: ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ସ୍ଥଳରେ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନେ ହେଲେ- ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିର ରାମୀନି ପ୍ରସାଦ ସିଂ (୨୧), ବାସେଲି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟର ମୁନା ଓରଫ ବାସୁ ଦେବ ମହାପାତ୍ର(୨୦) ଓ ବଣ୍ଟି ଓରଫ ଦେବାଶିଷ ସ୍ୱାଇଁ(୨୨) । ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କ […]
Read More...

Advertisement