puri gajpati maharaj
ଓଡ଼ିଶା 

ବିବାହ କରିବେ ପୁରୀ ଗଜପତି ମହାରାଜଙ୍କ ଝିଅ ଦେବଶି

ବିବାହ କରିବେ ପୁରୀ ଗଜପତି ମହାରାଜଙ୍କ ଝିଅ ଦେବଶି ଭୁବନେଶ୍ୱର: ଫେବୃଆରୀ ୧୧: ପୁରୀ ର।ଜ। ଗଜପତି ଦିବ୍ୟ।ସିଂହ ଦେବଙ୍କ ଝିଅ ର।ଜକୁମ।ରୀ ଦେବଶିଙ୍କ ବିବ।ହ ସମ।ରୋହ ଆଜି ଅନୁଷ୍ଠିତ ହେବ। ସେ ଗୁରୁଗ।ଓଁର ର।ଜୀବ କେହେରଙ୍କ ପୁଅ ହରିୟ।ଣ।ର ବର୍ଡୱ।ନ୍ ର।ଜକୁମ।ର ଆଦିତ୍ୟ କେହେରଙ୍କୁ ବିବ।ହ କରିବ।କୁ ଯ।ଉଛନ୍ତି। ତାଙ୍କ ବିବ।ହ ପ।ଇଁ ବିସ୍ତୃତ ବ୍ୟବସ୍ଥ। କର।ଯ।ଇଛି। କୋଭିଡ ମହ।ମ।ରୀ ପ୍ରତିବନ୍ଧକ ପାଇଁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନାହିଁ। ଏଥିପାଇଁ ଦୁଇ ରାଜ ପରିବାର ଦୁଖଃ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ମେ ଫେୟାରରେ […]
Read More...

Advertisement