Puri District News
ଜିଲ୍ଲା 

ବେଆଇନ ଇଟାଭାଟି ଧୂଆଁରେ କାକଟପୁର ଜନଜୀବନ ଅସ୍ତବ୍ୟସ୍ତ

ବେଆଇନ ଇଟାଭାଟି ଧୂଆଁରେ କାକଟପୁର ଜନଜୀବନ ଅସ୍ତବ୍ୟସ୍ତ କାକଟପୁର: ଖରା ତାତି ସହିତ ଇଟାଭାଟିର ଗରମ ତାତି । ଘର ବାହାରେ ବା ଘରେ ଖାଲି ଗରମ ଗମର ପବନର ସୁଅ । ତା’ ସାଙ୍ଗକୁ କଳା ଧୂଆଁ । ଏହିପରି ଦୂଷିତ ପରିବେଶରେ ଜୀବନ ବିତାଉଛନ୍ତି କାକଟପୁରବାସୀ । କାକଟପୁର ତହସିଲ ଅନ୍ତର୍ଗତ ୪ଟି ରାଜସ୍ୱ ସର୍କଲରେ ହୋଇଛି ଶତାଧିକ ଇଟାଭାଟି । ପରିବେଶ ବିଭାଗ ଓ ରାଜସ୍ୱ ବିଭାଗର ବିନା ମଞ୍ଜୁରୀରେ ଇଟାଭାଟି କରାଯାଇ ପାରିବନାହିଁ ବୋଲି ସରକାର ନିୟମ କରିଛନ୍ତି । […]
Read More...
ଓଡ଼ିଶା 

ଆସନ୍ତା ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା

ଆସନ୍ତା ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ମନା କୋଣାର୍କ: ଜାନୁଆରୀ ୨୮: ଆସନ୍ତା ଫ୍ରେବୃଆରୀ ୭ ରେ ମାଘ ସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି । ଭୋରରୁ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ପହିଲି ସୂର୍ଯ୍ୟ ଦର୍ଶନ କରିଥାନ୍ତି । ଗତ ବର୍ଷ ପରି ଏବର୍ଷରେ ମଧ୍ୟକରୋନା ବ୍ୟାପିବା ଆଶଙ୍କାରେ ପ୍ରସିଦ୍ଧ ମାଘମେଳାରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ମନା କରାଯାଇଛି । ଏନେଇ ଆଜି ସ୍ଥାନୀୟ ଯାତ୍ରୀ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଅତିରିକ୍ତ ଜିଲ୍ଲାପାଳ, […]
Read More...
ଜିଲ୍ଲା  ରାଜନୀତି  ଓଡ଼ିଶା 

ଆଜିଠାରୁ ପିପିଲିରେ ପୋଷ୍ଟାଲ ବାଲଟ ପେପର ମତଦାନ

ଆଜିଠାରୁ ପିପିଲିରେ ପୋଷ୍ଟାଲ ବାଲଟ ପେପର ମତଦାନ ପୁରୀ: ସେପ୍‌ଟେମ୍ବର ୨୩: ଚଳିତ ମାସ ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଆଜିଠାରୁ ପୋଷ୍ଟଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଛି ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ମତଦାନ ପ୍ରକ୍ରିୟାରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗଙ୍କ ସମେତ କରୋନା ସଂକ୍ରମିତମାନେ ମଧ୍ୟ ନିଜ ମତ ପେପର ମାଧ୍ୟମରେ ଦେବେ । ଏଥିପାଇଁ ମାଇକ୍ରୋ ଅବ୍‌ଜରଭର୍‌, ପ୍ରିଜାଇଡିଂ ଅଫିସର୍‌, ପୋଲିଂ ଅଧିକାରୀଙ୍କ ସମେତ ସୁରକ୍ଷାକର୍ମୀ ଘର […]
Read More...
ଓଡ଼ିଶା 

ମାଙ୍କଡ଼ ଆତଙ୍କ; ଅନେକ ବ୍ୟକ୍ତି ଲହୁ ଲୁହାଣ

ମାଙ୍କଡ଼ ଆତଙ୍କ; ଅନେକ ବ୍ୟକ୍ତି ଲହୁ ଲୁହାଣ କଣାସ(ସବ୍ୟୁ): ଜୁଲାଇ ୨୫: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ମାଙ୍କଡ଼ ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେବ ମାଙ୍କଡ଼ ମାନେ କଣାସ ଅଞ୍ଚଳ ଛାଡୁନାହାନ୍ତି। ଯାହା ଫଳରେ ଲୋକମାନେ ଘରୁ ବାହାରୁନାହାନ୍ତି। ଏହି ଆତଙ୍କ ସୃଷ୍ଟିକାରି ମାଙ୍କଡ଼ ଯୋଗୁ ପ୍ରତିଦିନ ଲୋକମାନେ କଣାସ ଗୋଷ୍ଠି ସ୍ବାସ୍ତ୍ୟ କେନ୍ଦ୍ର ପୁରୀ ଓ ଭୁବନେଶ୍ୱର ଇତ୍ୟାଦି କୁ ଲହୁ ଲୁହାଣ ହୋଇ ଚିକିତ୍ସା ହେବାକୁ ଯାଉଛନ୍ତି। ଦୀର୍ଘ ୮ମାସ ହେବ ଜଙ୍ଘାର ଗ୍ରାମରେ ଏକ ବିରାଟକାୟ ହନୁ ଲୁଚିରହି […]
Read More...

Advertisement