Punjab politics
ରାଜନୀତି 

ମାନ ସରକାରଙ୍କ ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ

ମାନ ସରକାରଙ୍କ ଦିନିକିଆ ବିଧାନସଭା ଅଧିବେଶନକୁ ଅନୁମତି ଦେଲେନି ରାଜ୍ୟପାଳ ଚଣ୍ଡୀଗଡ଼: ପଞ୍ଜାବର ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାର ସେପ୍‌ଟେମ୍ବର ୨୨ରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ କରିବାକୁ ଚାହୁଁଥିଲେ । ପଞ୍ଜାବରେ ଆପ୍‌ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ କରି ଆପ୍‌ ଆସ୍ଥା ଭୋଟ କରିବ ବୋଲି ଘୋଷଣା କରିଥିଲା । ହେଲେ ବର୍ତ୍ତମାନ ରାଜ୍ୟପାଳ ସ୍ୱ୍ୱତନ୍ତ୍ର ଅଧିବେଶନକୁ ବାତିଲ କରିଦେଇଥିବା ଜଣାପଡ଼ିଛି । ରାଜ୍ୟପାଳ ବନୱାରିଲାଲ ପୁରୋହିତ କହିଛନ୍ତି ଯେ, ଏଭଳି ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା […]
Read More...
ଦେଶ- ବିଦେଶ 

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନ୍‌ଡିଏ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନ୍‌ଡିଏ ଅମୃତସର: ପଞ୍ଜାବରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ରାଜ୍ୟରେ ଥିବା ରାଜନୈତିକ ଦଳମାନେ କାହାକୁ ପାର୍ଥୀ ଭାବେ ଠିଆ କରାଇବେ ସେନେଇ ଏବେ ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି । ଏହାରି ମଧ୍ୟରେ ପ୍ରାର୍ଥୀ ବାଛିବାକୁ ଏନଡିଏ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ଅନୁଷ୍ଠିତ ହେବ । ଏନ୍‌ଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ […]
Read More...
ଅପରାଧ 

ପଞ୍ଜାବରେ ଗାୟକଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ଗାୟକଙ୍କୁ ଗୁଳି କରି ହତ୍ୟା ପଞ୍ଜାବ: ମଇ ୩୦: ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମନସା ଜିଲ୍ଲା ଜବାହାରକେ ଗାଁ ନିକଟରେ ମୋସେୱାଲାଙ୍କ ଉପରକୁ ଗୁଳି କରାଯାଇଛି । ଗୁଳିମାଡ଼ ପରେ ମୁସେୱାଲାଙ୍କୁ ଗୁରୁତର ଅବସ୍ଥାରେ ମନସାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି । ଏହି ଘଟଣାରେ ସିଦ୍ଧୁ ମୁସେୱାଲାଙ୍କ ସହ ଥିବା ଅନ୍ୟ ଦୁଇଜଣ ଆହତ ହୋଇଥିବା କୁହାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]
Read More...
ଦେଶ- ବିଦେଶ 

ନିଜ କଥା ରଖିଲା ଆପ୍‌: ୧ ଏପିଲ୍‌ରୁ ପଞ୍ଜାବରେ ମାଗଣା ବିଜୁଳୀ

ନିଜ କଥା ରଖିଲା ଆପ୍‌: ୧ ଏପିଲ୍‌ରୁ ପଞ୍ଜାବରେ ମାଗଣା ବିଜୁଳୀ ଚଣ୍ଡୀଗଡ଼: ମାର୍ଚ୍ଚ ୧୫: ପଞ୍ଜାବ ନିର୍ବାଚନ ସମୟରେ ଆପ୍‌ ଦଳର ମୁଖିଆ ଅରବିନ୍ଦ କେଜରୀୱାଲ ଭୋଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ଏବେ ପଞ୍ଜାବର ଆପ୍‌ ସରକାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ମାସିକ ୩୦୦ ୟୁନିଟ ବିଜୁଳୀ ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଏନେଇ ଆପ୍‌ କେନ୍ଦ୍ରୀୟ କମିଟି […]
Read More...
ରାଜନୀତି 

ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂହ

ବିଜେପି ସହ ମେଣ୍ଟ କରିବେ ଅମରିନ୍ଦର ସିଂହ ଚଣ୍ଡିଗଡ଼ : ନଭେମ୍ବର ୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା ପଞ୍ଜାବ ରାଜନୀତି ବଦଳିଯାଇଛି । କଂଗ୍ରେସ ଦଳର ଛାଡ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବାକୁ ସଂକେତ ଦେଇଛନ୍ତି । ଏକ ଘରୋଇ ଟିଭି ଚାନେଲକୁ ସେ ସାକ୍ଷାତ କରି ଏବିଷୟରେ ସୂଚନା ଦେଇଛନ୍ତି । ଏନେଇ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସହ ଭେଟ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି […]
Read More...

Advertisement