Punjab election
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବିଜେପି ସରକାର ଉପରେ ବର୍ଷିଲେ ଡ. ମନମୋହନ ସିଂ
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୧୭: ଅର୍ଥନୈତିକ ବିଫଳତା ଏବଂ ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ମନମୋହନ ସିଂ କହିଛନ୍ତି, ସେମାନେ ଆର୍ଥିକ ନୀତି ବିଷୟରେ କୌଣସି ବିଝାମଣା କରିନାହାଁନ୍ତି। ଦେଶର ସାଂପ୍ରତିକ ଆର୍ଥିକ ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିବାବେଳେ ସେ କହିଛନ୍ତି, ଗରିବ ଲୋକମାନେ ଗରିବ ହେବାବେଳେ ଧନୀ ଲୋକମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି। ପୂର୍ବତନ […]
ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି
Published On
By Samaya Live
ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର ପାଇଁ ତାଙ୍କ ଝିଅ ରାବିଆ ସିନ୍ଧୁ ମଇଦାନକୁ ଓହ୍ଲାଇଛନ୍ତିି । ସେ ନିଜ ବାପାଙ୍କ ପ୍ରଚାର ପାଇଁ ବିପକ୍ଷ ଦଳର ପ୍ରାର୍ଥୀ ବିକ୍ରମ ସିଂହ ମଜିଠିଆଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାବିଆ କହିଛନ୍ତି, ମଜିଠାରେ ଥିବା ତେଜରାତି ଦୋକାନମାନଙ୍କରେ […]
ନିର୍ବାଚନ ପୂର୍ବରୁ ସରଗରମ ପଞ୍ଜାବ ରାଜନୀତି।
Published On
By Samaya Live
ପଞ୍ଜାବ: ଡିିସେମ୍ବର୨୦: ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ପଞ୍ଜାବ ରାଜନୀତି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଯୋତ ସିଂ ସିଦ୍ଧୁ ଓ ଆମଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ଚାଲିଛି ତୁତୁ ମେମେ। ଏପରି ସ୍ଥିତିରେ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି ସିଦ୍ଧୁ। ତାଙ୍କୁ ମାସ୍କୋରେଡର ସମ୍ବୋଧନ କରି କହିଛନ୍ତି ଯେ ସେ ଦିଲ୍ଲୀର ବ୍ଲ।କ୍ ଫ।ର୍ମ ଆଇନ ବିଷୟରେ ଅବଗତ! ଏକ ବର୍ଷରୁ ଅଧିକ ସମୟ ପଞ୍ଜ।ବରେ ବିବ।ଦ ସହ ସଂଗ୍ର।ମ କରୁଥିବ। ଶ।ସକ କଂଗ୍ରେସ ପ।ଇଁ […]
ପଞ୍ଜାବ ପ୍ରଦେଶ କଂଗ୍ରେସରେ ସାମିଲ ହେଲେ ରାପର୍ ସିଦ୍ଧୁ ମୋସେୱାଲା
Published On
By Samaya Live
ଅମୃତସର: ଡିସେମ୍ବର ୦୩: ପଞ୍ଜାବ ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଶାସନରେ ଥିବା କଂଗ୍ରେସ ଜଣେ ନୂଆ ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ରାପର୍ଙ୍କୁ ନିଜ ଦଳରେ ସାମିଲ କରାଇଛି । ସେ ହେଉଛନ୍ତି ସିଦ୍ଧୁ ମୋସେୱାଲା । କଂଗ୍ରେସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଗାୟକ ସିଦ୍ଧୁଙ୍କୁ ଦଳରେ ସାମିଲ କରାଯାଇଛି । ସେହି କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଏବଂ ପଞ୍ଜାବ କଂଗ୍ରେସ […]

