Punjab Chief Minister Bhagwant Mann
ଦେଶ- ବିଦେଶ 

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଘଟଣାରେ ତଦନ୍ତ କରିବ ବିମାନ ମନ୍ତ୍ରଣାଳୟ

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଘଟଣାରେ ତଦନ୍ତ କରିବ ବିମାନ ମନ୍ତ୍ରଣାଳୟ ଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିମାନରେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଜର୍ମାନୀର ଗୋଟିଏ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗର ଯାଞ୍ଚ ହେଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ମାନ ଜର୍ମାନୀରୁ ଦିଲ୍ଲୀ ଆସିବାକୁ ଥିବା ବେଳେ ଅତ୍ୟଧିକ ନିଶା ଯୋଗୁ ତାଙ୍କୁ ଫ୍ରାଙ୍କଫ୍ରଟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଗତକାଲି ଏକାଧିକ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଆପ୍‌ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ […]
Read More...
ରାଜନୀତି  ଦେଶ- ବିଦେଶ 

ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ

ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ଭେଟିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚଣ୍ଡୀଗଡ଼: ଜୁନ୍‌ ୦୩: ଗତ ରବିବାର ଦିନ ପଞ୍ଜାବୀ ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲା ଓରଫ୍‌ ଶୁଭଦୀପ ସିଂହ ସିଦ୍ଧଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବର ରାଜନୀତିରେ ଏକପ୍ରକାରର ହଇଚଇ ସୃଷ୍ଟି ହୋଇଯାଇଛି । ରାଜନୀତିରେରେ ସ୍ଥିରତା ଆଣିବା ପାଇଁ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଗାୟକ ସିଦ୍ଧୁ ମୁସେୱାଲ୍‌ଙ୍କ ମାନସା ଜିଲ୍ଲାସ୍ଥିତ ପୈତୃକ ଗ୍ରାମ ମୁସାକୁ ଯାଇ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଭେଟଇଛନ୍ତି ଏବଂ ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ […]
Read More...

Advertisement