Punjab assembly election 2022
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାପାଙ୍କ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେ ଝିଅ: କହିଲେ, ବାପା ନଜିତିବା ଯାଏଁ ମୁଁ ବିବାହ କରିବିନି
Published On
By Samaya Live
ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର ପାଇଁ ତାଙ୍କ ଝିଅ ରାବିଆ ସିନ୍ଧୁ ମଇଦାନକୁ ଓହ୍ଲାଇଛନ୍ତିି । ସେ ନିଜ ବାପାଙ୍କ ପ୍ରଚାର ପାଇଁ ବିପକ୍ଷ ଦଳର ପ୍ରାର୍ଥୀ ବିକ୍ରମ ସିଂହ ମଜିଠିଆଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାବିଆ କହିଛନ୍ତି, ମଜିଠାରେ ଥିବା ତେଜରାତି ଦୋକାନମାନଙ୍କରେ […]
ପଞ୍ଜାବରେ ଆଜି ଘୋଷଣା ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
Published On
By Samaya Live
ଚଣ୍ଡିଗଡ: ଜାନୁଆରୀ ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପ।ଇଁ ଆସନ୍ତ। ଫେବୃଆରୀ ୨୦ରେ ଭୋଟ୍ ଗ୍ରହଣ। ପଞ୍ଜ।ବରେ ଆପ୍ର ମୁଖ୍ୟମନ୍ତ୍ରୀ ପ୍ର।ର୍ଥୀ କିଏ ହେବେ, ତ।କୁ ନେଇ କଳ୍ପନ। ଜଳ୍ପନ। ଥିବ।ବେଳେ ଆଜି ଘୋଷଣ। ହୋଇପ।ରେ ପ୍ର।ର୍ଥୀଙ୍କ ନ।ଁ। ଆପ୍ ପକ୍ଷରୁ ଆଜି ମୋହ।ଲି ଠ।ରେ ସ।ମ୍ବ।ଦିକ ସମ୍ମିଳନୀ ଡକ। ଯ।ଇଛି। ଲୋକଙ୍କ ମତ।ମତ ପରେ କେଜ୍ରିୱ।ଲ ତ।ଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣ। କରିବେ ବୋଲି କହିଥିଲେ। ଏଥିପ।ଇଁ ଗୋଟିଏ ନମ୍ବର ମଧ୍ୟ ଜ।ରି କର।ଯ।ଇଥିଲ।। ସୂଚନ। […]
ପଞ୍ଜାବରେ ଘୁଞ୍ଚିଲା ନିର୍ବାଚନ
Published On
By Samaya Live
ପଞ୍ଜାବ: ଜାନୁଆରୀ ୧୭: ଆଜି ନିର୍ବ।ଚନ ଆୟୋଗ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନର ତ।ରିଖକୁ ଫେବୃଆରୀ ୧୪ରୁ ଫେବୃଆରୀ ୨୦କୁ ଘୁଞ୍ଚାଇଛନ୍ତି। ଗୁରୁ ରବିଦ।ସ ଜୟନ୍ତୀ ଉତ୍ସବକୁ ଦୃଷ୍ଟିରେ ରଖି ରାଜନୈତିକ ଦଳର ଏକ।ଧିକ ଅନୁରୋଧ ପ।ଇବ। ପରେ ଏହି ନିଷ୍ପତ୍ତି ନିଆଯ।ଇଛି ବୋଲି ମତଦ।ନ ସଂସ୍ଥ। କହିଛି। ଏକ ପ୍ରେସ ନୋଟ୍ ଜ।ରି କରି ଆୟୋଗ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଏହ। ର।ଜ୍ୟ ସରକ।ର, ରାଜନୈତିକ ଦଳ ତଥ। ଅନ୍ୟ।ନ୍ୟ ସଂଗଠନ ତରଫରୁ […]

