pune
ଖେଳ  ଓଡ଼ିଶା 

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ ଭୁବନେଶ୍ୱର : ଜୁନ୍‌ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍‌ ୧୯ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପ୍ରତିଯୋଗିତା ପୁନେର ବାଲୱାଡି ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ୫୫ ଜଣିଆ ଖେଳାଳି ଓ ଅଫିସିଆଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ […]
Read More...
ଦେଶ- ବିଦେଶ 

ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ପନ୍ଧାଇଲେ ଭକ୍ତ

ଶ୍ରୀଗଣେଶଙ୍କୁ ୬ କୋଟି ଟଙ୍କାର ସୁନା ମୁକୁଟ ପନ୍ଧାଇଲେ ଭକ୍ତ ପୁନେ: ସେପ୍‌ଟେମ୍ବର ୧୦: ଆଜି ମହା ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ଭାରତରେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଉଛି । କରୋନା ନିୟମକୁ ମାନି କେତେକ ରାଜ୍ୟରେ ଗଣେଶ ପୂଜା ଚାଲୁଥିଲା ବେଳେ ଆଉ କେତେକ ରାଜ୍ୟରେ ପୂଜାକୁ କଡ଼ାକଡ଼ି କରାଯାଇଛି । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେଠାରେ ପୂଜାର ନିୟମକୁ କଡ଼ାକଡ଼ି କରାଯାଇଛି ଏବଂ ଭକ୍ତଙ୍କୁ ପୂଜା ପେଣ୍ଡାଲ ବାରଣ କରାଯାଇଛି । ସେହିପରି ମୁମ୍ବାଇରେ ୧୪୪ ଧାରା ଲାଗୁ […]
Read More...

Advertisement