Punchu game moderate rain information
ଜିଲ୍ଲା 

ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା: ପଞ୍ଚୁ ଖେଳ ମଧ୍ୟମ ବର୍ଷା ସୂଚନା

ପାଣିପାଗ ପୂର୍ବାନୁମାନର ନିଆରା ପରମ୍ପରା: ପଞ୍ଚୁ ଖେଳ ମଧ୍ୟମ ବର୍ଷା ସୂଚନା ଲଇକେରା: ବିଜ୍ଞାନ ଯୁଗରେ ବି ଗ୍ରାମାଞ୍ଚଳରେ ବଞ୍ଚି ରହିଛି ପୁରାତନ ପରମ୍ପରା । ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଆଗାମୀ ଖରିଫ ଋତୁରେ ଚାଷର ସ୍ଥିତି ଓ ପାଣିପାଗ ବିଷୟରେ ଜାଣିବାର ଏକ ନିଆରା ପରମ୍ପରା ରହିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରାରେ । ୧୮୯୦ରୁ ପାଣିପାଗ ପୂର୍ବାନୁମାନ କରିବା ପାଇଁ ଧନୁର ପଞ୍ଚୁ (ବାଉଁଶ ପାତିଆ, ଯାହା ସାହାଯ୍ୟରେ ଶର ନିକ୍ଷେପ କରାଯାଏ) ପୂଜା କରାଯାଉଛି । ବହୁ ବର୍ଷ ପୂର୍ବରୁ ପୁନମ ଚନ୍ଦ୍ର ଅଗ୍ରୱାଲ ସମ୍ବଲପୁରରୁ […]
Read More...

Advertisement