public administration
ବାଣିଜ୍ୟ  ଦେଶ- ବିଦେଶ 

ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି

ଏୟାର ଇଣ୍ଡିଆର ନୂଆ ସିଇଓ ଇଲକେର ଆଇସି ନୂଆଦିଲ୍ଲୀ: ଫେବୃଆରୀ ୧୫: ଏୟାର ଇଣ୍ଡିଆର ନୂଆ ସିଇଓ ହେଲେ ଇଲକେର ଆଇସି । ସେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଟାଟା ସନ୍ ପକ୍ଷରୁ ଏକ ସୂଚନା ଦିଆଯାଇଛି । ଇଲକେର ପୂର୍ବରୁ ତୁର୍କୀସ ଏୟାରଲାଇନ୍ସର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ସେ ଆସନ୍ତା ଏପ୍ରିଲ ୧ରେ ଦାୟିତ୍ୱ ଗ୍ରହଣ କରିବେ । ୧୯୯୪ ମସିହାରେ ସେ ବୁଲକେଣ୍ଟ ୟୁନିଭର୍ସିଟିରୁ ପାଶ […]
Read More...

Advertisement