PSB
ଦେଶ- ବିଦେଶ 

ବୃଦ୍ଧି ପାଇବ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ

ବୃଦ୍ଧି ପାଇବ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ଦିଲ୍ଲୀ: ଅଗଷ୍ଟ ୨୬: ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନ୍‌ସନ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସରକାରୀ କର୍ମଚାରୀମାନେ ମାସିକ ପେନ୍‌ସନ ହିସାବରେ ୯୨୮୪ ଟଙ୍କା ପାଉଥିଲେ । ଏବେ ତାହା କେନ୍ଦ୍ର ସରକାର ବୃଦ୍ଧି କରାଇ ୩୦ ରୁ ୩୫ ହଜାର ଟଙ୍କା କରିଛନ୍ତି । ପେନ୍‌ସନ ବୃଦ୍ଧି ଫଳରେ ଦେଶରେ ଥିବା ୧୦ ଲକ୍ଷର ଊର୍ଦ୍ଧ୍ୱ ସରକାରୀ ବ୍ୟାଙ୍କ କର୍ମଚାରୀ ଉପକୃତ ହେବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଫ୍ୟାମିଲି ପେନ୍‌ସନ […]
Read More...

Advertisement