Pro Kabaddi league
ଖେଳ 

ଫେରୁଛି ପ୍ରୋ କବାଡି ଲିଗ୍‌

ଫେରୁଛି ପ୍ରୋ କବାଡି ଲିଗ୍‌ ବେଙ୍ଗାଲୁରୁ: ଡିସେମ୍ବର ୨୦: ଦୀର୍ଘଦିନର ଅପେକ୍ଷା ପରେ ପୁଣି ମ୍ୟାଟକୁ ଫେରୁଛି କବାଡି ଲିଗ୍‌। କବାଡିର ଏକ ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଖେଳାଳୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଉତ୍ସାହର ସହିତ ନଜର ଆସିଛନ୍ତି। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ କବାଡି ଲିଗର ସିଜିନ୍‌ ୮ ବେଙ୍ଗାଲୁରରେ ଆରମ୍ଭ ହେବାକୁ ଯାଉଛି। ତେବେ ଲାଉଞ୍ଜରେ କିଛି ସଂଖ୍ୟକ ଦର୍ଶକ ଓ ଷ୍ଟାଣ୍ଡଆଉଟଙ୍କୁ ନେଇ ଖେଳାଯିବାର ଲକ୍ଷ […]
Read More...

Advertisement