private bus
ଓଡ଼ିଶା 

ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେଲା

ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେଲା ରାଜ୍ୟ ସରକାର ତାଲାବନ୍ଦ ନିୟମ କୋହଳ କରିବା ସହିତ ଘରୋଇ ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ପ୍ରାୟ ୧୬ ହଜାର ବସ୍‌ ଚଳାଚଳ କରୁଥିଲାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୨ ହଜାର ବସ୍‌ ଚଳାଚଳ ଆରମ୍ଭ ହୋଇଛି । ବସ୍‌ର ସିଟ୍‌ ସଂଖ୍ୟା ଅନୁସାରେ ଯାତ୍ରୀଙ୍କୁ ଯାତାୟାତ କରିବାର ଅନୁମତି ରହିଛି । ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ଯେପରି ବଜାୟ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବସ୍‌ କଣ୍ଡକଫରଙ୍କୁ […]
Read More...

Advertisement