prime minister boris jhonson
ବିଶ୍ବ 

ଭାରତ ଗସ୍ତରେ ବୋରିସ୍‌ ଜନସନ୍‌

ଭାରତ ଗସ୍ତରେ ବୋରିସ୍‌ ଜନସନ୍‌ ନୂଆଦିଲ୍ଲୀ: ଅପ୍ରେଲ୧୮: ଆସନ୍ତା ୨୧ରେ ୨ ଦିନିଆ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ପ୍ରଧାନମନ୍ତ୍ରୀ ଭାବେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନିଯୁକ୍ତ ଓ ପ୍ରତିରକ୍ଷା, କୁଟନୈତିକ ଓ ଅର୍ଥନୈତିକ ଭାଗିଦାରୀ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏପ୍ରିଲ ୨୧ରେ ବୋରିସ୍ ଜନସନ୍ ଅହମ୍ମଦାବାଦ ଗସ୍ତ କରିବେ। ସେଠାରେ କିଛି ମୁଖ୍ୟ ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ବିଷୟରେ ସେ ଘୋଷଣା କରିପାରନ୍ତି ବୋଲି […]
Read More...

Advertisement