pride of odisha
ଖେଳ  ଓଡ଼ିଶା 

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ: ପ୍ରମୋଦଙ୍କୁ ରୌପ୍ୟ

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ: ପ୍ରମୋଦଙ୍କୁ ରୌପ୍ୟ ଭୁବନେଶ୍ୱର : ଆୟର୍ଲାଣ୍ଡର ଡବଲିନ୍‌ ସହରରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅନ୍ତିମ ଦିନ ବିଶ୍ୱବିଜେତା ପାରାଲିମ୍ପିଆନ୍‌ ପ୍ରମୋଦ ଏସ୍‌ଏଲ୍‌-୩ ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ଠାରୁ ୧୭-୨୧, ୯-୨୧ ଗେମ୍‌ରେ ପରାସ୍ତ ହୋଇ ରୌପ୍ୟରେ ସ;ୁଷ୍ଟ ହୋଇଛନ୍ତି । ଟୋକିଓ ପାରାଲିମ୍ପିକ୍‌ର ବିଜେତା ଓ ଉପବିଜେତା ବେଥେଲ ଓ ପ୍ରମୋଦ ପୁଣିଥରେ ଫାଇନାଲରେ ଭେଟାଭେଟି ହୋଇଥିଲେ । ପାରାଲିମ୍ପିକ୍‌ରେ ପ୍ରମୋଦ […]
Read More...
ଓଡ଼ିଶା 

ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ

ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ ଗୁଣୁପୁର: ଜାନୁଆରୀ ୧୭: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ଆଦିବାସୀ ସମାଜର ମଙ୍ଗଳ, ସାମାଜିକ କାର୍ଯ୍ୟକ୍ରମ ଏବଂ ଭୂଦାନ […]
Read More...
ଜିଲ୍ଲା  ଖେଳ 

ନବରଙ୍ଗପୁରର ଉପେନ୍ଦ୍ର, ସନ୍ତରଣରେ ଜିତିଲେ ୬ ସ୍ୱର୍ଣ୍ଣ, ୧ ରୋପ୍ୟ

ନବରଙ୍ଗପୁରର ଉପେନ୍ଦ୍ର, ସନ୍ତରଣରେ ଜିତିଲେ ୬ ସ୍ୱର୍ଣ୍ଣ, ୧ ରୋପ୍ୟ ନବରଙ୍ଗପୁର : ରାଜ୍ୟ ସନ୍ତରଣ ପ୍ରତିଯୋଗୀତାରେ ନବରଙ୍ଗପୁର ସହରର ଉପେନ୍ଦ୍ର ପୂଜାରୀ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱର ଠାରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ ଉପେନ୍ଦ୍ର ଛ’ଟି ଇଭେଣ୍ଟରେ ପ୍ରଥମ ହୋଇ ୬ଟି ସ୍ୱର୍ଣ୍ଣ ଓ ଅନ୍ୟ ଗୋଟିକରେ ଦ୍ୱିତୀୟ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାରେ ୧୯ଟି ଜିଲ୍ଲାରୁ ୧୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଚଳିତ ମାସ ୨୫ ଓ ୨୬ ତାରିଖରେ ଭୁବନେଶ୍ୱର କଳିଙ୍ଗ […]
Read More...
ଜିଲ୍ଲା 

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ

ଆଇଏଏସ୍‌ ହୋଇ ଗର୍ବିତ କଲେ ଡାକ୍ତର ରୀନା ପ୍ରଧାନ ଝାରସୁଗୁଡ଼ା,ସେପ୍‌ଟେମ୍ବର ୨୭: ପୌରାଞ୍ଚଳର ସରବାହାଲ ଠାରେ ପିତା ଧରଣୀଧର ପ୍ରଧାନ, ମାତା କଲ୍ୟାଣୀ ପ୍ରଧାନ ଏବଂ ଭାଇ ଆଶିଷ ରଞ୍ଜନ ପ୍ରଧାନଙ୍କ ସହ ରହୁଥିବା ଡାକ୍ତର ରୀନା ପ୍ରଧାନ ଗତ ୨୦୧୯ ମସିହାରୁ ଆଦିବାସୀ ଅଧ୍ୟୁଷିତ ନବରଂଗପୁର ଜିଲ୍ଲା ମାନମସି ଗାଁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ । ତାଙ୍କର ପ୍ରାଥମିକ ଶିକ୍ଷା ଝାରସୁଗୁଡ଼ା ସରବାହାଲ ୟୁଜିଏମଇ ସ୍କୁଲ ଏବଂ ହାଇସ୍କୁଲ ଶିକ୍ଷା ଝାରସୁଗୁଡ଼ା ସରକାରୀ ହାଇସ୍କୁଲରେ ସମାପନ ପରେ ଝାରସୁଗୁଡ଼ା ମହିଳା […]
Read More...
ସାହିତ୍ୟ 

ସୁନାପୁଅ ପ୍ରମୋଦ

ସୁନାପୁଅ ପ୍ରମୋଦ ଟୋକିଓ ପାରାଲିମ୍ପିକ୍ସରେ ପଦାର୍ପଣ କରି,ସ୍ୱର୍ଣ୍ଣ ପଦକ ଜିତି, ଦେଶ ତଥା ରାଜ୍ୟ ପାଇଁ ଇତିହାସ ରଚିଛନ୍ତି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ । ସାରା ଦେଶ ଆଜି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ମସଗୁଲ । ଜନ୍ମମାଟି ଅତାବିରା ସମେତ ସାରା ଓଡ଼ିଶା ଆଜି ଉତ୍ସବମୁଖର ହୋଇ ଉଠିଛି । ପାରା ବିଶ୍ୱ ଚାମ୍ପିଅନସିପ,ଏସୀୟ କ୍ରୀଡ଼ା ପରେ ଶେଷରେ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ସାକାର କରିପାରିଛନ୍ତି ପ୍ରମୋଦ । ରାଜ୍ୟର ପ୍ରଥମ ପାରା କ୍ରୀଡ଼ାବିତ୍‌ […]
Read More...
ଓଡ଼ିଶା 

ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ

ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା ଆଥ୍‌ଲେଟ୍‌ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜଣେ ଯୁବ ପ୍ରତିଭା ପ୍ରମୋଦ ଭାଗତ ରହିଛନ୍ତି । ସେ ଓଡ଼ିଶାର ନମ୍ବର ୱାନ୍‌ ପାରା-ସଟ୍‌ଲର ଭାବେ ପରିଚିତ । ସେ ବ୍ୟାଡମିଣ୍ଟନ ଖେଳନ୍ତି । […]
Read More...

Advertisement