Pride Of India
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସିନ୍ଧୁଙ୍କୁ ସିଙ୍ଗାପୁର ଓପନ ଟାଇଟଲ
Published On
By Samaya Live
ସିଙ୍ଗାପୁର : ଡବଲ ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ସିଙ୍ଗାପୁର ଓପନ ସୁପର-୫୦୦ ଟ୍ରଫି ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁଙ୍କ ଚମକ ଦେଖିବାକୁ ମିଳିଛି । ସେ ଟାଇଟଲ ମୁକାବିଲାରେ ଚୀନ୍ର ୱାଙ୍ଗ ଝି ୟି’ଙ୍କୁ ଧରାଶାୟୀ କରିଥିଲେ । ୨୨ ବର୍ଷୀୟ ୱାଙ୍ଗଙ୍କୁ ସିନ୍ଧୁ ୨୧-୯, ୧୧-୨୧, ୨୧-୧୫ ଗେମ୍ରେ ହରାଇଥିଲେ । ଚଳିତ ବର୍ଷ ସିନ୍ଧୁ ଏହାକୁ ମିଶାଇ ୩ଟି ଟାଇଟଲ ହାତେଇଛନ୍ତି । ପୂର୍ବରୁ […]
ପୁଣି ଟାଇମ୍ ମାଗାଜିନ୍ର ‘୧୦୦ ଇମ୍ପାକ୍ଟ ପପୁଲାର୍’ ତାଲିକାରେ ଦୀପିକାଙ୍କ ନାମ
Published On
By Samaya Live
ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍ରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି । ବର୍ତ୍ତମାନ ଟାଇମ୍ ମାଗାଜିନର ‘୧୦୦ ଇମ୍ପାକ୍ଟ ଆୱାର୍ଡର ପପୁଲାର୍ ଲିଷ୍ଟ’ ୨୦୨୨ରେ ତାଙ୍କ ନାମ ସାମିଲ ହୋଇଛି । ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ତାଙ୍କ ନାମ ଏହି […]
ଇତିହାସର ଆଇନାରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ
Published On
By Samaya Live
ଇତିହାସ ପୃଷ୍ଠାରେ ଅକେଫାବର ଦୁଇ ତାରିଖ ହେଉଛି ଏକ ଅବିସ୍ମରଣୀୟ ଦିବସ । ସେହିଦିନ ୧୮୬୯ ମସିହାରେ ସତ୍ୟ ଓ ଅହିଂସାର ପୂଜାରୀ, ଜାତିର ପିତା, ମହାମାନବ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମଦିବସରେ ତାଙ୍କର ସମସ୍ତ ଗୁଣକୁ ଧାରଣ କରି ଲାଲବାହାଦୂର ଶାସ୍ତ୍ରୀ ୧୯୦୪ ମସିହା ଅକେଫାବର ୨ ତାରିଖରେ ପବିତ୍ର ଗଙ୍ଗାନଦୀ କୂଳରେ ଉତ୍ତରପ୍ରଦେଶର ମୋଗଲ ସରାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଦୃଷ୍ଟିରୁ ଅକେଫାବର ୨ ତାରିଖ କେବଳ […]
୩୪ ଘଣ୍ଟା ୫୪ ମିନିଟ୍ରେ ୪୭୨କିମି ଦୂରତା ଅତିକ୍ରମ କରି ରେକର୍ଡ କଲେ ଭାରତୀୟ ସେନା
Published On
By Samaya Live
ସେନା କର୍ମଚାରୀଙ୍କୁ ନେଇ ଦେଶ ସର୍ବଦା ଗର୍ବ କରିଥାଏ । ଦେଶର ସୁରକ୍ଷା ଭାର ସେମାନଙ୍କ ଉପରେ ରହିଛି । ତେବେ କେତେକ ସେନା କର୍ମଚାରୀ ଅଛନ୍ତି ଯିଏ ଦେଶ ସୁରକ୍ଷା ଛଡା ଅନେକ ଏଭଳି କାର୍ଯ୍ୟ କରନ୍ତି ଯାହା ଦେଶର ଗର୍ବକୁ ଦ୍ୱିଗୁଣିତ କରିଥାଏ । ସେହିଭଳି ଜଣେ ସେନା କର୍ମଚାରୀ ଦେଶ ପାଇଁ ଗର୍ବ ଆଣିଛନ୍ତି । ନିଜ ନାମରେ ଏକ ନିଆରା ରେକର୍ଡ ସାମିଲ କରିଛନ୍ତି । ଭାରତୀୟ ସେନାର ଶ୍ରୀପଦ ଶ୍ରୀରାମ […]
ଆଉ ଏକ ପଦକ ପାଇଲା ଭାରତ: ସୁଟିଂରେ ବ୍ରୋଞ୍ଜ ଆଣିଲେ ସିଂହରାଜ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୩୧: ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳୀ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ଭାରତର ଗୌରବ ବଢ଼ାଇଉଛନ୍ତି । ଆଜି ପୁରୁଷ ସୁଟିଂରେ ସିଂହରାଜ ଅଧାନା ନିଜର ପ୍ରତିଭା ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଏସ୍ଏଫ୍-୧ ଇଭେଣ୍ଟରେ ୨୧୬.୮ ସ୍କୋର କରି ଏହି ସଫଳତା ପ୍ରାପ୍ତ କରିଛନ୍ତି । ଏହାସହ ସୁଟିଂ ଖେଳରେ ଭାରତ ଦ୍ୱିତୀୟ ପଦକ ପାଇଛି । ଫାଇନାଲ୍ ଇଭେଣ୍ଟରେ ଚୀନ୍ର ଦୁଇ […]

