press conference
ରାଜନୀତି  ଦେଶ- ବିଦେଶ 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡର୍ନାଭିସ୍‌ଙ୍କ ଉପରେ ସାଂଘାତିକ ଅଭିଯୋଗ କଲେ ନବାବ: କହିଲେ ଅଣ୍ଡରୱାଲ୍‌ର୍ଡ ସହିତ ସମ୍ପର୍କ ରହିଛି ଏବଂ ଦାଦାବଟି ଆଦାୟ କରନ୍ତି

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡର୍ନାଭିସ୍‌ଙ୍କ ଉପରେ ସାଂଘାତିକ ଅଭିଯୋଗ କଲେ ନବାବ: କହିଲେ ଅଣ୍ଡରୱାଲ୍‌ର୍ଡ ସହିତ ସମ୍ପର୍କ ରହିଛି ଏବଂ ଦାଦାବଟି ଆଦାୟ କରନ୍ତି ମହାରାଷ୍ଟ୍ର: ନଭେମ୍ବର ୧୦: କ୍ରୁଜ ଡ୍ରଗ୍‌ସ ମାମଲା ପରଠାରୁ ମହାରାଷ୍ଟ୍ରର ରାଜନୀତିରେ ବିବାଦ ଆରମ୍ଭ ହୋଇଛି । ମନ୍ତ୍ରୀ ନବାବ ମଲ୍ଲିକ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ କରାଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଆଜି ନବାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭିସଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି । ଫଡର୍ନାଭିସଙ୍କ ସମ୍ପର୍କ ଅଣ୍ଡରୱାଲ୍‌ର୍ଡ ଡନ ଦାଉଦ୍‌ ଇବ୍ରାହିମଙ୍କ ସହିତ ରହିଛି ବୋଲି କହିଛନ୍ତି । ମଲ୍ଲିକ କହିଛନ୍ତି, ଡନ୍‌ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀ […]
Read More...
ଦେଶ- ବିଦେଶ 

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂହ ଚନ୍ନୀ ଶପଥ ପାଠ ଗ୍ରହଣ କଲେ : ଗରିବଙ୍କୁ ଇଲେକ୍‌ଟ୍ରି ଓ ପାଣି ବିଲ୍‌ ଛାଡ଼ କଲେ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂହ ଚନ୍ନୀ ଶପଥ ପାଠ ଗ୍ରହଣ କଲେ : ଗରିବଙ୍କୁ ଇଲେକ୍‌ଟ୍ରି ଓ ପାଣି ବିଲ୍‌ ଛାଡ଼ କଲେ ଚଣ୍ଡିଗଡ଼: ସେପ୍‌ଟେମ୍ବର ୨୦: ଆଜି ଚଣ୍ଡୀଗଡ଼ ରାଜଭବନରେ ଚରଣଜିତ୍‌ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିଛନ୍ତି । ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍‌ ପ୍ରକାଶ ସୋନି ଉଭୟ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ଗ୍ରହଣ କରିଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁ ଏବଂ ପ୍ରଭାରୀ ହରିସ ରାୱାତ ଉପସ୍ଥିତ ରହିଥିଲେ । […]
Read More...

Advertisement