President Ram Nath Kovind
ଓଡ଼ିଶା 

ନାରୀଶକ୍ତି ପୁରସ୍କାର ପାଇବେ ଓଡିଆ ଝିଅ

ନାରୀଶକ୍ତି ପୁରସ୍କାର ପାଇବେ ଓଡିଆ ଝିଅ ଭୁବନେଶ୍ୱର: ମାର୍ଚ୍ଚ ୦୮: ୧୯୭୭ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ନାରୀ ଶକ୍ତି ପୁରସ୍କାର ପାଇବେ ଓଡ଼ିଶାର ଶ୍ରୁତି ମହାପାତ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କୁ ସମ୍ମାନିତ କରିବେ। ଶ୍ରୁତିଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୨୯ ଜଣ ମହିଳା ଏଥିରେ ପୁରସ୍କୃତ ହେବେ । ୨୦୨୦ ଏବଂ ୨୦୨୧ ବର୍ଷ ଲାଗି ଦେଶର ନାରୀଶକ୍ତି […]
Read More...
ଦେଶ- ବିଦେଶ 

ବିଦାୟ ନେଲେ ସ୍ୱର ସାମ୍ରାଜ୍ଞୀ

ବିଦାୟ ନେଲେ ସ୍ୱର ସାମ୍ରାଜ୍ଞୀ ମୁମ୍ବାଇ: ଫେବୃଆରୀ ୦୭: ପ୍ରିୟ କିମ୍ବଦନ୍ତୀ ଗାୟିକା ଲତ। ମଙ୍ଗେଶକରଙ୍କୁ ତ।ଙ୍କ ପରିବ।ର, ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହ।ର।ଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠ।କରେ ଏବଂ ହଜ।ର ହଜ।ର ସଂଖ୍ୟ।ରେ ମୁମ୍ବ।ଇ ବ।ସିନ୍ଦ।ଙ୍କ ଉପସ୍ଥିତିରେ ପୂର୍ଣ୍ଣ ର।ଜ୍ୟ ସମ୍ମ।ନରେ ଶବଦ।ହ କରାଯାଇଛି। ୯୨ ବର୍ଷର ଲତ। ରବିବ।ର ସକ।ଳ ୮.୧୨ ସମୟରେ ମୁମ୍ବ।ଇର ବ୍ରେକ୍ କ୍ୟ।ଣ୍ଡି ହସ୍ପିଟ।ଲରେ ମୃତ୍ୟୁବରଣ କରିଥିଲେ। ହସ୍ପିଟ।ଲରେ ପ୍ର।ୟ ୨୮ ଦିନ ରହିବ। ପରେ ଏକ।ଧିକ ଅଙ୍ଗ ବିଫଳ ହେତୁ ସେ ମୃତ୍ୟୁ ବରଣ […]
Read More...

Advertisement