President of BCCI
ଖେଳ 

କ୍ରୀଡ଼ା ପ୍ରଶାସନରେ ପୂର୍ବତନ ଖେଳାଳିଙ୍କ ଦବଦବା

କ୍ରୀଡ଼ା ପ୍ରଶାସନରେ ପୂର୍ବତନ ଖେଳାଳିଙ୍କ ଦବଦବା ଭୁବନେଶ୍ୱର : କ୍ରୀଡା ପ୍ରଶାସନରେ ଏବେ ପୂର୍ବତନ ଖେଳାଳିଙ୍କ ଦବଦବା ବେଶ ବଢ଼ିଚାଲିଛି । ସେମାନଙ୍କ ମାର୍ଗ ଦର୍ଶନରେ କ୍ରୀଡାକ୍ଷେତ୍ର ଅଧିକରୁ ଅଧିକ ପ୍ରଶାରିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଭାରତୀୟ କ୍ରିକେଟ୍‌ ଭଳି ଭାରତୀୟ ହକି ପରିଚାଳନାର ସର୍ବୋଚ୍ଚ ପଦରେ ଜଣେ ପୂର୍ବତନ ଖେଳାଳିଙ୍କ ପ୍ରବେଶ । ଭାରତୀୟ କ୍ରିକେଟ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ବିସିସିଆଇ’ ଏବେ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ୱରେ ଚାଲୁଛି । ସେହିଭଳି ଦେଶର ଅନ୍ୟତମ ଲୋକପ୍ରିୟ ଖେଳ ହକି ମଧ୍ୟ ଦିଲୀପଙ୍କ […]
Read More...

Advertisement