president looice abinarder
ବିଶ୍ବ 

ଡୋମିନିକାନ୍‌ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା

ଡୋମିନିକାନ୍‌ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା ନୂଆଦିଲ୍ଲୀ: ଜୁନ ୭: ଡୋମିନିକାନ୍‌ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ହତ୍ୟା । ଗତକାଲି ତାଙ୍କ କାର୍ଯ୍ୟାଳୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ଏପରି ଘଟଣାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅର୍ଲାଣ୍ଡୋ ଜର୍ଜ ମେରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଲାଣ୍ଡୋଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ଗୁଳି କରି ହତ୍ୟା କରିଛନ୍ତି । ତାଙ୍କୁ ଗିରଫ କରାଯାଇଛି, […]
Read More...

Advertisement