Prayagraj: 6 dead in terrible car accident
ଦେଶ- ବିଦେଶ 

ପ୍ରୟାଗରାଜ : ଭୟଙ୍କର କାର ଦୁର୍ଘଟଣାରେ ୬ ମୃତ

ପ୍ରୟାଗରାଜ : ଭୟଙ୍କର କାର ଦୁର୍ଘଟଣାରେ ୬ ମୃତ ଉତ୍ତରପ୍ରଦେଶ:ପ୍ରୟାଗରାଜ ସହରରେ ଘଟି ଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା I ଏହି ଦୁର୍ଘଟଣାରେ ୫ ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ପାଞ୍ଚ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁଯାୟୀ, କାନପୁରରୁ ବାରାଣାସୀ ଅଭିମୁଖେ ଶିବଙ୍କୁ ଦର୍ଶନ ପାଇଁ ଏକ ପରିବାର ଟାଭେରା କାର ରେ ଯାଉଥିଲେ I ଆଜି […]
Read More...

Advertisement