Pratap Jena
ଓଡ଼ିଶା 

ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌

ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍‌ ଭୁବନେଶ୍ବର: ମଇ ୦୬: ମାସକ ମଧ୍ୟରେ ଗଡିବ ଭୁବନେଶ୍ବରରେ ୧୦ଟି ଇ-ବସ୍ । ଏହାସହ ଆହୁରି ୫୦ଟି ବସ୍ ଚଳାଇବାକୁ ଯୋଜନା କରୁଛି ବିଏମସି। ଏହାର ଚାର୍ଜିଙ୍ଗ ଷ୍ଟେସନ୍‌ ହେବ ଚନ୍ଦ୍ରଶେଖରପୁରଠାରେ । ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍ କରାହେବା ନେଇ ସୂଟନା ରହିଛି। ଏହି ବସ୍‌ ଗୋଟିଏ ଚାର୍ଜ ହେଲେ ଗଡିବ ୧୫୦ କିମି । ସେପଟେ ମୋ ବସ ସେବା […]
Read More...
ଓଡ଼ିଶା 

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂତନ ଅଦାଲତ

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂତନ ଅଦାଲତ ଭୁବନେଶ୍ୱର: ମଇ ୦୨: ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହା ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ […]
Read More...
ଓଡ଼ିଶା 

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ

ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କଲେ ମନ୍ତ୍ରୀ ପୁରୀ: ଜୁଲାଇ ୩୧: (ସବ୍ୟୁ):ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅଚାନକ ପୁରୀ ଗସ୍ତରେ ଆସି ଡ୍ରିଙ୍କ ଫର୍ ଟ୍ୟାପ୍ ଯୋଜନାରେ ଉପଲବ୍ଧ ଜଳର ମାନ ଯାଞ୍ଚ କରିଛନ୍ତି । ବଡଦାଣ୍ଡ ରେ ଥିବା ଟ୍ୟାପ୍‌ରୁ ମନ୍ତ୍ରୀ ଜଳ ପିଇବା ସହିତ ଉପଲବ୍ଧ ସେବାର ସମୀକ୍ଷା କରିଥିଲେ । ପୁରୀ ରେ ଦେଶର ସର୍ବ ପ୍ରଥମ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି […]
Read More...

Advertisement