pramod bhagat
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ: ପ୍ରମୋଦଙ୍କୁ ରୌପ୍ୟ
Published On
By Samaya Live
ଭୁବନେଶ୍ୱର : ଆୟର୍ଲାଣ୍ଡର ଡବଲିନ୍ ସହରରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅନ୍ତିମ ଦିନ ବିଶ୍ୱବିଜେତା ପାରାଲିମ୍ପିଆନ୍ ପ୍ରମୋଦ ଏସ୍ଏଲ୍-୩ ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ଠାରୁ ୧୭-୨୧, ୯-୨୧ ଗେମ୍ରେ ପରାସ୍ତ ହୋଇ ରୌପ୍ୟରେ ସ;ୁଷ୍ଟ ହୋଇଛନ୍ତି । ଟୋକିଓ ପାରାଲିମ୍ପିକ୍ର ବିଜେତା ଓ ଉପବିଜେତା ବେଥେଲ ଓ ପ୍ରମୋଦ ପୁଣିଥରେ ଫାଇନାଲରେ ଭେଟାଭେଟି ହୋଇଥିଲେ । ପାରାଲିମ୍ପିକ୍ରେ ପ୍ରମୋଦ […]
ସୁନାପୁଅ ପ୍ରମୋଦ
Published On
By Samaya Live
ଟୋକିଓ ପାରାଲିମ୍ପିକ୍ସରେ ପଦାର୍ପଣ କରି,ସ୍ୱର୍ଣ୍ଣ ପଦକ ଜିତି, ଦେଶ ତଥା ରାଜ୍ୟ ପାଇଁ ଇତିହାସ ରଚିଛନ୍ତି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ । ସାରା ଦେଶ ଆଜି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ମସଗୁଲ । ଜନ୍ମମାଟି ଅତାବିରା ସମେତ ସାରା ଓଡ଼ିଶା ଆଜି ଉତ୍ସବମୁଖର ହୋଇ ଉଠିଛି । ପାରା ବିଶ୍ୱ ଚାମ୍ପିଅନସିପ,ଏସୀୟ କ୍ରୀଡ଼ା ପରେ ଶେଷରେ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ସାକାର କରିପାରିଛନ୍ତି ପ୍ରମୋଦ । ରାଜ୍ୟର ପ୍ରଥମ ପାରା କ୍ରୀଡ଼ାବିତ୍ […]
୬କୋଟି ଟଙ୍କା ସହିତ ଗ୍ରୁପ୍ ‘ଏ’ ସରକାରୀ ଚାକିରି ପାଇବେ ପ୍ରମୋଦ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୮: ଟୋକିଓ ପାରାଅଲମ୍ପିକ୍ସରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗିଲ୍ (ଏସ୍ଏଲ୍୩)ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଭାରତ ସମେତ ଓଡ଼ିଶାର ଗୌରବ ବଢ଼ାଇ ଦେଇଛନ୍ତି । ତାଙ୍କ ଖେଳକୁ ସମ୍ମାନ ଜଣାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬କୋଟି ଟଙ୍କା ସହିତ ଗ୍ରୁପ୍ ‘ଏ’ ସରକରୀ ଚାକିରି ପୁରସ୍କାର ସ୍ୱରୂପ ପ୍ରଦାନ କରିବେ ବୋଲି ଘୋଷଣ କରିଛନ୍ତି । ତେବେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ […]
ପାରାଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୪: ଆଜିଠାରୁ ଟୋକିଓରେ ବିଶ୍ୱ ମହାକୁମ୍ଭ ପାରା ଅଲମ୍ପିକ୍ସ ଆରମ୍ଭ ହୋଇଛି । ସାରାବିଶ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଦେଶର ୪୦୦୦ ପାରା ଆଥ୍ଲେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ତେବେ, ଭାରତରୁ ୫୪ ଜଣ ପାରା ଆଥ୍ଲେଟ୍ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଆମ ଓଡ଼ିଶାର ଜଣେ ଯୁବ ପ୍ରତିଭା ପ୍ରମୋଦ ଭାଗତ ରହିଛନ୍ତି । ସେ ଓଡ଼ିଶାର ନମ୍ବର ୱାନ୍ ପାରା-ସଟ୍ଲର ଭାବେ ପରିଚିତ । ସେ ବ୍ୟାଡମିଣ୍ଟନ ଖେଳନ୍ତି । […]

