power cut is now a big problem in bhubaneswar
ଜିଲ୍ଲା 

ରାଜ୍ୟରେ ଖରା ଆରମ୍ଭରୁ ଡରାଉଛି ବିଜୁଳିକାଟ

ରାଜ୍ୟରେ ଖରା ଆରମ୍ଭରୁ ଡରାଉଛି ବିଜୁଳିକାଟ ଭୁବନେଶ୍ୱର: ଅପ୍ରେଲ ୧୬: ରାଜ୍ୟରେ କମୁନି ବିଜୁଳି ସମସ୍ୟା । ଖରା ଆରମ୍ଭରୁ ହିଁ ଲୋକଙ୍କୁ କନ୍ଦାଉଛି ବିଜୁଳି କାଟ। ଯେତେବେଳେ ଇଚ୍ଛା କରେଣ୍ଟ କାଟିଦେଉଛନ୍ତି ବିତରଣ କମ୍ପାନି । କୋଇଲା ଅଭାବରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଲାଣି ବିଜୁଳି ସଙ୍କଟ ।ହେଲେ ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ […]
Read More...

Advertisement