Postponement of Jee & NEET
ଦେଶ- ବିଦେଶ 

ନିଟ୍‌, ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ ମୋଦିଙ୍କୁ ଅନୁରୋଧ କଲେ ନବୀନ

ନିଟ୍‌, ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ ମୋଦିଙ୍କୁ ଅନୁରୋଧ କଲେ ନବୀନ ଭୁବନେଶ୍ୱର : ଅଗଷ୍ଟ ୨୮: ନିଟ୍‌ ଓ ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଏନେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥ। ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନ।ୟକ କହିଛନ୍ତି, କୋଭିଡ ଓ ର।ଜ୍ୟର ବନ୍ୟ। ପରିସ୍ଥିତି ଦୃଷ୍ଟିରୁ ପରୀକ୍ଷ। ଦେବ।କୁ ଛ।ତ୍ରଛ।ତ୍ରୀ ସମସ୍ୟ।ର ସମ୍ମୁଖୀନ ହେବେ । ତେଣୁ ଏହ।କୁ ଦୃଷ୍ଟିରେ ରଖି ପରୀକ୍ଷ।କୁ ଘୁଞ୍ଚ।ଇବ।କୁ ପ୍ରଧ।ନ ମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର […]
Read More...

Advertisement