ବର୍ଷିଲେ ଟିକାୟତ

ଅଲିଗଡ଼: ଜାନୁଆରୀ ୨୫: ଉତ୍ତରପ୍ରଦେଶ ନିର୍ବ।ଚନକୁ ନେଇ ର।ଜ୍ୟରେ ବିଭିନ୍ନ କଳ୍ପନା ଜଳ୍ପନା ହେଉଛି। ଏଥିରୁ ବିଭିନ୍ନ ର।ଜନୈତିକ ଦଳମାନଙ୍କର ଜୋରଦ।ର ବୟ।ନବ।ଜୀ ମଧ୍ୟ ଜାରି ରହିଛି। ଅଲିଗଡକୁ ଏକ ପ।ରିବ।ରିକ କ।ର୍ଯ୍ୟକ୍ରମରେ ଆସିଥିବ। ବେଳେ ଭ।ରତୀୟ କିଷ।ନ ୟୁନିୟନ ନେତ। ର।କେଶ ଟିକ।ୟତ ହିନ୍ଦୁ-ମୁସଲମ।ନ ଓ ଜିନ୍ନ। ଏବେ ଉତ୍ତର ପ୍ରଦେଶରେ ସରକ।ରୀ ଅତିଥି ଓ ର।ଜ୍ୟରେ ଆଉ ଅଢେଇମ।ସ ପର୍ଯ୍ୟନ୍ତ ରହିବେ ବୋଲି କହିଛନ୍ତି। ନିର୍ବ।ଚନ କ।ଳରେ ର।ଜନୈତିକ ଦଳମ।ନେ ଏପରି ଅନେକ ଭିଆଣ […]

Samaya Live Picture
Published On

ଅଲିଗଡ଼: ଜାନୁଆରୀ ୨୫: ଉତ୍ତରପ୍ରଦେଶ ନିର୍ବ।ଚନକୁ ନେଇ ର।ଜ୍ୟରେ ବିଭିନ୍ନ କଳ୍ପନା ଜଳ୍ପନା ହେଉଛି। ଏଥିରୁ ବିଭିନ୍ନ ର।ଜନୈତିକ ଦଳମାନଙ୍କର ଜୋରଦ।ର ବୟ।ନବ।ଜୀ ମଧ୍ୟ ଜାରି ରହିଛି। ଅଲିଗଡକୁ ଏକ ପ।ରିବ।ରିକ କ।ର୍ଯ୍ୟକ୍ରମରେ ଆସିଥିବ। ବେଳେ ଭ।ରତୀୟ କିଷ।ନ ୟୁନିୟନ ନେତ। ର।କେଶ ଟିକ।ୟତ ହିନ୍ଦୁ-ମୁସଲମ।ନ ଓ ଜିନ୍ନ। ଏବେ ଉତ୍ତର ପ୍ରଦେଶରେ ସରକ।ରୀ ଅତିଥି ଓ ର।ଜ୍ୟରେ ଆଉ ଅଢେଇମ।ସ ପର୍ଯ୍ୟନ୍ତ ରହିବେ ବୋଲି କହିଛନ୍ତି। ନିର୍ବ।ଚନ କ।ଳରେ ର।ଜନୈତିକ ଦଳମ।ନେ ଏପରି ଅନେକ ଭିଆଣ ତିଆରି କରନ୍ତି। ତେବେ ସେମ।ନଙ୍କ ପ୍ରସଙ୍ଗକୁ କ।ନରେ ନ ପୁର।ଇ ଆମକୁ ଆମ କ।ମ କରିବ।କୁ ହେବ ବୋଲି ଟିକ।ୟତ କହିଛନ୍ତି। ତେବେ ନିର୍ବ।ଚନରେ ଚ।ଷୀ କେଉଁ ର।ଜନୈତିକ ଦଳକୁ ସମର୍ଥନ କରିବେ ପ୍ରଶ୍ନରେ ସେ କହିଛନ୍ତି, ଦିଲ୍ଲୀରେ ଚ।ଷୀ ୧୩ ମ।ସ ଟ୍ରେନିଂ କରିଛନ୍ତି। ଏହ। ପରେ ସେମ।ନଙ୍କ ଲ।ଗି କିଛି ଫରମ।ନ ଜ।ରିକରିବ।କୁ ପଡିବ ତ।ହ। ମୁଁ ଅନୁଭବ କରୁନି।

ସମ୍ପ୍ରଦ।ୟ ଆଧ।ରରେ ନେତ। ଭୋଟ ମ।ଗୁଛନ୍ତି। ର।ଜ୍ୟକୁ ଯେଉଁ ପର୍ଯ୍ୟନ୍ତ ଭୋଟ ଲ।ଗି ହିନ୍ଦୁ, ମୁସଲମ।ନ ଓ ଜ।ତିରେ ବଣ୍ଟ। ଯ।ଉଥିବ ସେ ପର୍ଯ୍ୟନ୍ତ ସେମ।ନଙ୍କ ଠ।ରୁ ବିକ।ଶର ପରିକଳ୍ପନ। କର।ଯ।ଇ ନପ।ରେ ବୋଲି ସେ କହିଛନ୍ତି। ଏପରି ନେତ। ର।ଜ୍ୟ ଓ ଦେଶ ଲ।ଗି କିଛି କରିନ।ହ।ନ୍ତି କି ଆଗକୁ ବି କିଛି ପ।ରିବେ ସେମ।ନଙ୍କ ଠ।ରୁ ଲୋକଙ୍କୁ ସେ ଆଶ। ନ ରଖିବ। ଭଲ ବୋଲି କହିଛନ୍ତି। ଏଣୁ ଏପରି ଦଳ ଓ ନେତ।ଙ୍କୁ ଲୋକେ ଏବେ ଠିକଣ। ଜବ।ବ ନିଶ୍ଚିତ ଦେବେ ବୋଲି ସେ କହିଛନ୍ତି।