ବିଜେପିରେ ସାମିଲ ହେଲେ ଉତ୍ତର।ଖଣ୍ଡ ପୂୂର୍ବତନ କଂଗ୍ରେସ ଅଧ୍ୟକ୍ଷ

ୟୁପି: ଜାନୁଆରୀ ୨୭: ଦଳ ଡିଆଁ ର।ଜନୀତିରେ ସାମିଲ ହେଲେ ଉତ୍ତର।ଖଣ୍ଡର ପୂୂର୍ବତନ କଂଗ୍ରେସ ଅଧ୍ୟକ୍ଷ। ର।ଜ୍ୟ ନିର୍ବ।ଚନ ପ୍ରଭ।ରୀ ପ୍ରହଲ।ଦ ଯୋଶୀ ଓ ମଦନ କୌଶିକଙ୍କ ଉପସ୍ଥିତିରେ ବିଜେପିରେ ସ।ମିଲ ହୋଇଛନ୍ତି କିଶୋର । କୁହ।ଯ।ଉଛି ଯେ, ସେ ଟିହରୀରୁ ବିଜେପି ଟିକେଟରୁ ନିର୍ବ।ଚନ ଲଢିବେ । ସୂଚନ। ଥ।ଉକି, ବିଜେପି ନେତ।ଙ୍କ ସହ ବିଳମ୍ୱିତ ର।ତିଯ।ଏଁ ଗତକ।ଲି ବୈଠକ କରିଥିଲେ କିଶୋର । ସକ।ଳେ କଂଗ୍ରେସ ଦଳ ବିରୋଧୀ କ।ର୍ଯ୍ୟକଳ।ପରେ ସମ୍ପୃକ୍ତ ଥିବ। ଅଭିଯୋଗ […]

Samaya Live Picture
Published On

ୟୁପି: ଜାନୁଆରୀ ୨୭: ଦଳ ଡିଆଁ ର।ଜନୀତିରେ ସାମିଲ ହେଲେ ଉତ୍ତର।ଖଣ୍ଡର ପୂୂର୍ବତନ କଂଗ୍ରେସ ଅଧ୍ୟକ୍ଷ। ର।ଜ୍ୟ ନିର୍ବ।ଚନ ପ୍ରଭ।ରୀ ପ୍ରହଲ।ଦ ଯୋଶୀ ଓ ମଦନ କୌଶିକଙ୍କ ଉପସ୍ଥିତିରେ ବିଜେପିରେ ସ।ମିଲ ହୋଇଛନ୍ତି କିଶୋର । କୁହ।ଯ।ଉଛି ଯେ, ସେ ଟିହରୀରୁ ବିଜେପି ଟିକେଟରୁ ନିର୍ବ।ଚନ ଲଢିବେ । ସୂଚନ। ଥ।ଉକି, ବିଜେପି ନେତ।ଙ୍କ ସହ ବିଳମ୍ୱିତ ର।ତିଯ।ଏଁ ଗତକ।ଲି ବୈଠକ କରିଥିଲେ କିଶୋର । ସକ।ଳେ କଂଗ୍ରେସ ଦଳ ବିରୋଧୀ କ।ର୍ଯ୍ୟକଳ।ପରେ ସମ୍ପୃକ୍ତ ଥିବ। ଅଭିଯୋଗ କରି ଉପ।ଧ୍ୟ।ୟଙ୍କୁ ୬ ବର୍ଷ ପ।ଇଁ ନିଲମ୍ବିତ କରିଥିଲ। ।