ବିଜେପୁରରେ ଜିତିବା କଷ୍ଟକର ହେବ : ତାରା
ସମୟ ଲାଇଭ,୨୧/୧୦: ସରିଯାଇଛି ବହୁପ୍ରତିକ୍ଷିତ ବିଜେପୁର ଉପନିର୍ବାଚନ । ଆଉ ପ୍ରାର୍ଥଙ୍କ ଭାଗ୍ୟ ସିଲ ହେଇଯାଇଛି ଇଭିଏମ୍ ରେ । ହେଲେ ରେଜଲ୍ଟ ବାହାରିବା ପୂର୍ବରୁ କଂଗ୍ରେସର ଜିତିବା ଆଶା ମଉଳିଯାଇଛି । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ବିଧାୟକ ତାରା ବାହୀନିପତି । ତାରା କହିଛନ୍ତି ବିଜେପୁରରେ କଂଗ୍ରେସ ଜିତିବା ବହୁ କଷ୍ଟକର ହେବ ।

Tags: