ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା, ତେଜୁଛି ରାଜନୀତି

ସମୟ ଲାଇଭ୍‍,୪/୧୨: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଟମାଟୋ ମାଡ଼ କରିଛନ୍ତି ଯୁବ କଂଗ୍ରେସ। ପୁରୀ ଗଣଦୁଷ୍କର୍ମ ମାମଲାର ପ୍ରତିବାଦରେ ଯୁବ କଂଗ୍ରେସର କିଛି କର୍ମୀ ଏପରି କରିଥିବା ସୂଚନା ମିଳିଛି। ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବା ପାଇଁ କର୍ମୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନବୀନ ନିବାସ ଅଭିମୁଖେ ବିକ୍ଷୋଭଯାତ୍ରାରେ ବାହାରି ଘଟଣାର ପ୍ରତିବାଦ କରିଛନ୍ତି।

Samaya Live Picture
Published On

ସମୟ ଲାଇଭ୍‍,୪/୧୨: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଟମାଟୋ ମାଡ଼ କରିଛନ୍ତି ଯୁବ କଂଗ୍ରେସ। ପୁରୀ ଗଣଦୁଷ୍କର୍ମ ମାମଲାର ପ୍ରତିବାଦରେ ଯୁବ କଂଗ୍ରେସର କିଛି କର୍ମୀ ଏପରି କରିଥିବା ସୂଚନା ମିଳିଛି। ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବା ପାଇଁ କର୍ମୀମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନବୀନ ନିବାସ ଅଭିମୁଖେ ବିକ୍ଷୋଭଯାତ୍ରାରେ ବାହାରି ଘଟଣାର ପ୍ରତିବାଦ କରିଛନ୍ତି।

Tags: