ମହାରାଷ୍ଟ୍ରରେ ହେବ ରାଷ୍ଟ୍ରପତି ଶାସନ !

ସମୟ ଲାଇଭ,୧୨/୧୧:ଦୀର୍ଘଦିନ ଧରି ଲାଗିରହିଥିବା ମହାରାଷ୍ଟ୍ର ମହାନାଟକରେ ସ୍ଥିତି ଏବେ ରୋଚକ ମୋଡ ନେଇଛି। ଉଭୟ ଶିବସେନା ଓ ବିଜେପି ମେଣ୍ଟ ସଫଳ ହୋଇନଥିବା ବେଳେ ଏବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ନେଇ ଦେଖାଗଲାଣୀ ସବୁଜ ସଂକେତ। ଆଜି ରାଜ୍ୟପାଳ ଭଗତ ସିଂ କୋଶୱାରୀ ରାଜ୍ୟରେ ରାଷ୍ଟ୍ରପତି ଲାଗୁ ନେଇ ରାଷ୍ଟ୍ରପତି କେନ୍ଦ୍ରକୁ ଶୁପାରିଶ କରିଛନ୍ତି। ଶିବସେନା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ନେଇ ସୁପାରିସକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛି । ବରିଷ୍ଠ ଓକିଲ କପିଲ ଶିବଲଙ୍କ […]

Samaya Live Picture
Published On

ସମୟ ଲାଇଭ,୧୨/୧୧:ଦୀର୍ଘଦିନ ଧରି ଲାଗିରହିଥିବା ମହାରାଷ୍ଟ୍ର ମହାନାଟକରେ ସ୍ଥିତି ଏବେ ରୋଚକ ମୋଡ ନେଇଛି। ଉଭୟ ଶିବସେନା ଓ ବିଜେପି ମେଣ୍ଟ ସଫଳ ହୋଇନଥିବା ବେଳେ ଏବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ନେଇ ଦେଖାଗଲାଣୀ ସବୁଜ ସଂକେତ। ଆଜି ରାଜ୍ୟପାଳ ଭଗତ ସିଂ କୋଶୱାରୀ ରାଜ୍ୟରେ ରାଷ୍ଟ୍ରପତି ଲାଗୁ ନେଇ ରାଷ୍ଟ୍ରପତି କେନ୍ଦ୍ରକୁ ଶୁପାରିଶ କରିଛନ୍ତି। ଶିବସେନା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ନେଇ ସୁପାରିସକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛି । ବରିଷ୍ଠ ଓକିଲ କପିଲ ଶିବଲଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିବ ବୋଲି କହିଛି ଶିବସେନା । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜ୍ୟପାଳ ଅଧିକ ସମୟ ନଦେଇ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ୍ କରିଥିବା ଶିବସେନା କହିଛି ।

Tags: