ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ
ଭୁୁବନେଶ୍ୱର,୨୧/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଓଡିଶା ବିଧାନସଭାର ସବୁି କାମ ଓଡିଆରେ ହେଉ। ସମସ୍ତ କାର୍ଯ୍ୟାବଳୀ ଓଡିଆରେ ଲେଖାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଓଡିଆ ଭାଷା ଓଡିଶାର ସ୍ୱାଭିମାନ ହୋଇଥିବାରୁ ଏହି ଭାଷାରେ ସମସ୍ତେ ନିଜ ମତ ପରିପ୍ରକାଶ କରିଛନ୍ତି। ମାତ୍ର ବିଧାନସଭା କିମ୍ବା ଲୋକସେବା ଭବନରେ ଅନେକ କାମ ଓଡିଆରେ ହେଉନାହିଁ। […]
ଭୁୁବନେଶ୍ୱର,୨୧/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଓଡିଶା ବିଧାନସଭାର ସବୁି କାମ ଓଡିଆରେ ହେଉ। ସମସ୍ତ କାର୍ଯ୍ୟାବଳୀ ଓଡିଆରେ ଲେଖାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଓଡିଆ ଭାଷା ଓଡିଶାର ସ୍ୱାଭିମାନ ହୋଇଥିବାରୁ ଏହି ଭାଷାରେ ସମସ୍ତେ ନିଜ ମତ ପରିପ୍ରକାଶ କରିଛନ୍ତି। ମାତ୍ର ବିଧାନସଭା କିମ୍ବା ଲୋକସେବା ଭବନରେ ଅନେକ କାମ ଓଡିଆରେ ହେଉନାହିଁ। ଯାହା ଫଳରେ ଲୋକେ ନିଜ ସୁବିଧା ଅସୁବିଧା ଜାମିପାରୁନାହାନ୍ତି ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି।




