ପିଆଜ କିଲୋ ୪୦ ଟଙ୍କା !

ସମୟ ଲାଇଭ୍‍,୨/୧୧: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‍ଠାରେ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହୋଇଛଇ। ତେବେ କୌଣସି ଚାଷୀ କିମ୍ବା ବ୍ୟବସାୟୀ ନୁହଁନ୍ତି ବରଂ କଂଗ୍ରେସ ପକ୍ଷରୁ ଏହି ପିଆଜ ବିକ୍ରି କରାଯାଇଛି। ଲଗାତାର ପିଆଜ ଦର ବୃଦ୍ଧି ପରେ ପିଆଜ୍‍ ଦାମ କିଲୋପିଛା ୧୦୦ଟଙ୍କାରେ ବିକ୍ରି ହେଉଛି। ତେବେ ରୋଷେଇ ପାଇଁ ପିଆଜ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାବେଳେ ଏପରି ଅହେତୁକ ଦର ଦାମ ବୃଦ୍ଧି ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଏହି ଉପାୟରେ […]

Samaya Live Picture
Published On

ସମୟ ଲାଇଭ୍‍,୨/୧୧: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‍ଠାରେ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହୋଇଛଇ। ତେବେ କୌଣସି ଚାଷୀ କିମ୍ବା ବ୍ୟବସାୟୀ ନୁହଁନ୍ତି ବରଂ କଂଗ୍ରେସ ପକ୍ଷରୁ ଏହି ପିଆଜ ବିକ୍ରି କରାଯାଇଛି। ଲଗାତାର ପିଆଜ ଦର ବୃଦ୍ଧି ପରେ ପିଆଜ୍‍ ଦାମ କିଲୋପିଛା ୧୦୦ଟଙ୍କାରେ ବିକ୍ରି ହେଉଛି। ତେବେ ରୋଷେଇ ପାଇଁ ପିଆଜ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାବେଳେ ଏପରି ଅହେତୁକ ଦର ଦାମ ବୃଦ୍ଧି ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଏହି ଉପାୟରେ କଂଗ୍ରେସ ବିରୋଧ କରିଛି। ତେବେ କଂଗେଅସ ବିକ୍ରି ପାଇଁ ଦୁଇ କୁଇଣ୍ଟାଲ୍‍ ପିଆଜ ଆଣିଥିବା ଜଣାପଡ଼ଇଛି। ଅନ୍ୟପଟେ ପିଆଜ କିଣିବାକୁ ଲୋକଙ୍କର ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଜଣ ପିଛା ଅଧକିଲୋରୁ ଅଧିକ ପିଆଜ ବିକ୍ରି କରାଯାଇ ନାହିଁ।

Tags: