ମୋଦୀଙ୍କୁ ଆଶୀର୍ବାଦ ମାଗିଲେ କେଜରୀୱାଲ!
ସମୟ ଲାଇଭ୍,୧୮/୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ନାୟକ ଅରବିନ୍ଦ କେଜରୀୱାଲ ରବିବାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି। ଐତିହାସିକ ରାମଲୀଳା ମୈଦାନରେ ବିଶାଳ ସମାବେଶରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ଅନୀଲ ବୈଜଲ କେଜରୀୱାଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ତେବେ ଏ ଅସରରେ କେଜରୀୱାଲ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ କହିଛନ୍ତି ଦିଲ୍ଲୀର ବିକାଶ […]
ସମୟ ଲାଇଭ୍,୧୮/୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ନାୟକ ଅରବିନ୍ଦ କେଜରୀୱାଲ ରବିବାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି। ଐତିହାସିକ ରାମଲୀଳା ମୈଦାନରେ ବିଶାଳ ସମାବେଶରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ଅନୀଲ ବୈଜଲ କେଜରୀୱାଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ତେବେ ଏ ଅସରରେ କେଜରୀୱାଲ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ କହିଛନ୍ତି ଦିଲ୍ଲୀର ବିକାଶ ପାଇଁ ମୁଁ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ ଚାହୁଁଥିବା କହିଛନ୍ତି।
ସୂଚନା ଥାଉ କି, କେଜରୀୱାଲଙ୍କ ସହ ୬ ବିଧାୟକ ମଧ୍ୟ ଗ୍ରହଣ କରିଥିଲେ।
Tags:




