ମାର୍ଚ୍ଚ ୫ ରେ ମୋ ସରକାର ।

ସମୟ ଲାଇଭ,୧୭/୧୦: ଆସନ୍ତା ବର୍ଷ ମାର୍ଚ୍ଚ ମାସ ୫ ତାରିଖ ସୁଧା ‘ମୋ ସରକାର’କାର୍ଯ୍ୟକ୍ରମ ସବୁ ବିଭାଗରେ ଲାଗୁହେବ। ମୋ ସରକାରର ଭବଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ମୁୂଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି । ୨୦୨୦ ମାର୍ଚ୍ଚ ୫ ତାରିଖ ସୁଧା ରାଜ୍ୟର ସବୁ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସରକାରୀ ସୁବିଧା ସୁଯୋଗକୁ ଅଧିକ ଲୋକାଭିମୁଖି କରିବା ପାଇଁ ମୋ ସରକାରକୁୂ ଅଧିକ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ […]

Samaya Live Picture
Published On


ସମୟ ଲାଇଭ,୧୭/୧୦: ଆସନ୍ତା ବର୍ଷ ମାର୍ଚ୍ଚ ମାସ ୫ ତାରିଖ ସୁଧା ‘ମୋ ସରକାର’କାର୍ଯ୍ୟକ୍ରମ ସବୁ ବିଭାଗରେ ଲାଗୁହେବ। ମୋ ସରକାରର ଭବଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ମୁୂଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି । ୨୦୨୦ ମାର୍ଚ୍ଚ ୫ ତାରିଖ ସୁଧା ରାଜ୍ୟର ସବୁ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସରକାରୀ ସୁବିଧା ସୁଯୋଗକୁ ଅଧିକ ଲୋକାଭିମୁଖି କରିବା ପାଇଁ ମୋ ସରକାରକୁୂ ଅଧିକ ସମ୍ପ୍ରସାରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଲୋକଙ୍କ ସହ କଥା ହେଲା ବେଳେ ମୋ ସରକାରକୁ ସବୁ ବିଭାଗରେ କାର୍ଯ୍ୟକାରୀ କରିବା ପାଇଁ ମତ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି।

Tags: