ମହରାଷ୍ଟ୍ର ମହାନାଟକରେ ବଡ଼ ଟ୍ୱିଷ୍ଟ, ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ

ସମୟ ଲାଇଭ,୨୬/୧୧: ମହାରାଷ୍ଟ୍ରର ମହାନାଟକରେ ଏକ ବଡ଼ ଓଲପାଲଟ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‍ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଅନ୍ୟପଟେ ମୁଖ୍ରମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ଅପରାହ୍ନ ୩.୩୦ରେ ଏକ ପ୍ରେସମିଟ୍‍ରେ ଏନେଇ ସୂଚନା ଦେଇପାରନ୍ତି। ତେବେ ଆଜି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଅଜିତକୁ ମନେଇବା ପାଇଁ ଚେଷ୍ଟା କରିଥିଲେ। ଅନ୍ୟପଟେ ଅଜିତ୍‍ଙ୍କୁ ଏନସିପିକୁ […]

Samaya Live Picture
Published On

ସମୟ ଲାଇଭ,୨୬/୧୧: ମହାରାଷ୍ଟ୍ରର ମହାନାଟକରେ ଏକ ବଡ଼ ଓଲପାଲଟ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‍ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଅନ୍ୟପଟେ ମୁଖ୍ରମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ଅପରାହ୍ନ ୩.୩୦ରେ ଏକ ପ୍ରେସମିଟ୍‍ରେ ଏନେଇ ସୂଚନା ଦେଇପାରନ୍ତି। ତେବେ ଆଜି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଅଜିତକୁ ମନେଇବା ପାଇଁ ଚେଷ୍ଟା କରିଥିଲେ। ଅନ୍ୟପଟେ ଅଜିତ୍‍ଙ୍କୁ ଏନସିପିକୁ ଫେରେଇବା ଆରିବା ପାଇଁ ଚେଷ୍ଟା ଚାଲିଥିଲା।

Tags: