କଂଗ୍ରେସ ଦଳ ଛାଡିଲେ ମହମ୍ମଦ ମୋକିମ୍‌

କଟକ: ଜୁନ ୩୦: କଂଗ୍ରେସକୁ ବଡ ଝଟକା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍‌ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍‌ । ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ । ଦଳରେ ଆଲୋଚନା ହେବା ଉଚିତ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍‌ ନୁହେଁ । ତେବେ କଂଗ୍ରେସ ଛାଡିିବିଜେଡିରେ ମିଶିବା ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ମୋକିମ୍‌ । […]

Samaya Live Picture
Published On

କଟକ: ଜୁନ ୩୦: କଂଗ୍ରେସକୁ ବଡ ଝଟକା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍‌ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍‌ । ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ । ଦଳରେ ଆଲୋଚନା ହେବା ଉଚିତ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍‌ ନୁହେଁ । ତେବେ କଂଗ୍ରେସ ଛାଡିିବିଜେଡିରେ ମିଶିବା ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ମୋକିମ୍‌ । ତେବେ ଏଇ ରାଜନୈତିକ ଛତ୍ରଭଙ୍ଗରେ କୋଉ ପାଣି କୁଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।