ଓଡ଼ିଶାରୁ ଜମ୍ମୁ-କାଶ୍ମୀର, ଏମିତି ଅଟେ ଉପରାଜ୍ୟପାଳଙ୍କ ଜୀବନୀ

ସମୟ ଲାଇଭ୍‍,୨୬/୧୦: ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ପୂର୍ବତନ ରକ୍ଷା ସଚିବ ରାଧା କୃଷ୍ଣ ମାଥୁରଙ୍କୁ ଲଦାଖର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି। ତେବେ ଗିରିଶ ଗୁଗୁରାଟର କ୍ୟାଡ଼ରର ୧୯୮୫ ବ୍ୟାଚର ଅଧିକାରୀ ଅଟନ୍ତି। ତେବେ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାର ଥିଲା। ଓଡ଼ିଶାରେ ୧୯୫୯ ମସିହା ନଭେମ୍ବର ୨୧ରେ ଜନ୍ମିତ ଗିରିଶ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଡ଼ିଗ୍ରୀ ହାସଲ କରିଛନ୍ତି। ସେହିପରି ସେ ୟୁକେରେ ଏମବିଏ […]

Samaya Live Picture
Published On

ସମୟ ଲାଇଭ୍‍,୨୬/୧୦: ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ପୂର୍ବତନ ରକ୍ଷା ସଚିବ ରାଧା କୃଷ୍ଣ ମାଥୁରଙ୍କୁ ଲଦାଖର ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି। ତେବେ ଗିରିଶ ଗୁଗୁରାଟର କ୍ୟାଡ଼ରର ୧୯୮୫ ବ୍ୟାଚର ଅଧିକାରୀ ଅଟନ୍ତି। ତେବେ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାର ଥିଲା।
ଓଡ଼ିଶାରେ ୧୯୫୯ ମସିହା ନଭେମ୍ବର ୨୧ରେ ଜନ୍ମିତ ଗିରିଶ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଡ଼ିଗ୍ରୀ ହାସଲ କରିଛନ୍ତି। ସେହିପରି ସେ ୟୁକେରେ ଏମବିଏ କରିଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗିରିଶ ତାଙ୍କର ପ୍ରମୁଖ ସଚିବ ଥିଲେ।

Tags: