କଂଗ୍ରେରେ ତେଜିଲା ଅର୍ନ୍ତକନ୍ଦଳ, ନିରଞ୍ଜନ କହିଲେ ବାହରିଛି ପୁରୁଣା ରୋଗ
ସମୟ ଲାଇଭ୍,୩୦/୧୦: ରାଜ୍ୟ କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦ ତ୍ୟାଗ କରିବା ପାଇଁ ଦାବି କରାଯାଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ। ସେ କହିଛନ୍ତି ୨୦ ବର୍ଷ ଧରି ରହିଆସିଥିବା ଏହି ଦଳରେ କିଛି ନେତାଙ୍କ ପୁରୁଣା ରୋଗ ବାହାରିଛି। ପଦପଦବୀ ପାଇ ନଥିବା ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଏହି ରୋଗ ବ୍ୟାପିଥିବା କହି ନିରଞ୍ଜନ ତାତ୍ସଲ୍ୟ କରିଛନ୍ତି। ଅନ୍ୟପଟେ ସେ ଖୋଦ୍ ଏହ ପଦ ତ୍ୟାଗ କରିବାକୁ ଚାହୁଁଥିବା ପ୍ରତିକ୍ରିୟାରେ କହିଛନ୍ତି।

Tags: